ମହାପ୍ରଭୁଙ୍କ ପାଇଁ ଗଲା ଅଣସର ଭାର...

ମହାପ୍ରଭୁଙ୍କ ପାଇଁ ଗଲା ଅଣସର ଭାର...


କଟକ,୧୦/୦୭(ନି.ପ୍ର) : ମହାପ୍ରଭୁଙ୍କ ପାଇଁ ଗଲା ଅଣସର ଭାର । କଟକ ନିଆଳିରୁ ଗଲା ମହାପ୍ରଭୁଙ୍କ ପାଇଁ ଅଣସର ଭାର ବାହାରିଛି । ଶ୍ରୀଜିଉଙ୍କ ମାମୁଁ ଘର ବୋଲି ପରିଚିତ ନିଆଳି ମାଧବାନନ୍ଦଜୀଉ ମନ୍ଦିରରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ପରମ୍ପରା ପାଳନ କରାଯାଇଛି। 

            Ad..


ଅଣସର ସମୟରେ ମହାପ୍ରଭୁଙ୍କ ସୁସ୍ଥତା କାମନାରେ ଏଠାରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି ‘ଅଣସର ଭାର’। ଏଥିରେ ବିଭିନ୍ନ ଔଷଧୀୟ ଦ୍ରବ୍ୟ, ବିଭିନ୍ନ ପ୍ରକାର ଫଳ ଓ ମହୋଷଧି, ତୁଳସୀ ଓ ଫୁଲ ଆଦି ରହିଛି।



Edited by k.s thakur...

Post a Comment

Previous Post Next Post