ପଶ୍ଚିମବଙ୍ଗର ଗଭୀର ସମୁଦ୍ରରେ ମତ୍ସ୍ୟଜୀବୀ ନିଖୋଜ ଘଟଣା, ୩ ଓଡ଼ିଆ ସମେତ ୯ ଜଣଙ୍କ ମୃତଦେହ ଉଦ୍ଧାର...
ଭୁବନେଶ୍ଵର,୧୩/୦୭(ନି.ପ୍ର) : ବଙ୍ଗୋପସାଗରର ମଝି ସମୁଦ୍ରରେ ନିଖୋଜ ହୋଇଯାଇଥିବା ମାଛଧରା ଟ୍ରଲର ମା କାଳୀ’ର ୧୫ ଜଣ ମତ୍ସ୍ୟଜୀବୀଙ୍କ ସନ୍ଧାନ ମିଳିଛି।
Ad..
ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୬ ଜଣ ନିଖୋଜ ଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରୁ ୩ ଜଣ ଓଡ଼ିଆ ଥିବା ସୂଚନା ମିଳିଛି।
Edited by k.s thakur...
Tags:
Bhubaneswar


