ଗଣଶିକ୍ଷା ମନ୍ତ୍ରୀଙ୍କୁ ନେଇ ଅରୁଚିକର ମନ୍ତବ୍ୟ ; ସମ୍ପାଦକ ସୁଧାଂଶୁଙ୍କର ନାରେ ଥାନାରେ ଏତେଲା...
ଭୁବନେଶ୍ଵର,୧୫/୦୭(ନି.ପ୍ର) : ଗଣଶିକ୍ଷା ମନ୍ତ୍ରୀଙ୍କୁ ନେଇ ଅରୁଚିକର ମନ୍ତବ୍ୟ ଦେଇ ଅଡୁଆରେ ଏକ ଗଣମାଧ୍ୟମର ମୁଖ୍ୟ ସମ୍ପାଦକ। ଫୋକସ ପ୍ଲସର ମୁଖ୍ୟ ସମ୍ପାଦକଙ୍କ ସୁଧାଂଶୁ ରାଉତଙ୍କ ନାମରେ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମର୍ଥକ।
Ad..
ଅଭିଯୋଗ ଅନୁଯାୟୀ କିଛି ଦିନ ପୂର୍ବରୁ ଏକ ଆଲୋଚନା ଚକ୍ରରେ ଉକ୍ତ ଚ୍ୟାନେଲ୍ ର ସମ୍ପାଦକ ଜଣକ ଯୋଗଦେଇ ମନ୍ତ୍ରୀଙ୍କୁ ନେଇ ଅରୁଚିକର ମନ୍ତବ୍ୟ ଦେଇଥିଲେ।
ଗଣଶିକ୍ଷାମନ୍ତ୍ରୀ ବହି ବିଭ୍ରାଟ ଖବର ପ୍ରସାରଣ ନ କରିବା ପାଇଁ ସୁଧାଂଶୁ ରାଉତଙ୍କୁ ୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ମିଥ୍ୟା ବୟାନ ଦେଇଥିବାରୁ ଥାନାର ଦ୍ୱାରସ୍ଥ ହୋଇଛି ବିଜେପି।
Edited by k.s thakur...
Tags:
Bhubaneswar


