ରାଜ୍ୟର ସବୁ ସବ୍ ରେଜିଷ୍ଟ୍ରାର ଅଫିସରେ ଲାଗିବ ଦଲାଲଙ୍କ ଫଟୋ: ରାଜସ୍ବ ମନ୍ତ୍ରୀ...
ଭୁବନେଶ୍ଵର,୦୩/୦୬(ନି.ପ୍ର) : ରାଜ୍ୟର ସବୁ ସବ୍ ରେଜିଷ୍ଟ୍ରାର ଅଫିସରେ ଲାଗିବ ଦଲାଲଙ୍କ ଫଟୋ । ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତିରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ଏକ ପଦକ୍ଷେପ ସ୍ୱରୂପ...
Ad..
ଓଡ଼ିଶା ସରକାର ତହସିଲ ଏବଂ ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଦଲାଲଙ୍କୁ ଚିହ୍ନଟ ଏବଂ ପର୍ଦ୍ଦାଫାସ କରିବା ପାଇଁ ଏକ ‘ସ୍ମାର୍ଟ ସର୍ବେକ୍ଷଣ’ ରଣନୀତି ଘୋଷଣା କରିଛନ୍ତି।
ସିସିଟିଭି ସର୍ବେକ୍ଷଣ ଜରିଆରେ ଦଲାଲଙ୍କୁ ଚିହ୍ନଟ କରାଯାଇ ଫଟୋ ଲଗାଯିବ ବୋଲି ଆଜି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଦଲାଲଙ୍କୁ ଦଣ୍ଡବିଧାନ ପାଇଁ ସରକାର ଆଣିବେ ଏସ୍ଓପି। ଆଗକୁ ସମସ୍ତ ଡିଏସଆର ଅଫିସରେ ସେମାନଙ୍କ ଫୋଟୋ ଲଗାଯିବ।
Edited by k.s thakur...


