ଓଡ଼ିଶା ଅପପୁଷ୍ଟି ଲଢେଇ; ଶିଶୁଙ୍କ ଜଳଖିଆ ଖର୍ଚ୍ଚକୁ ବୃଦ୍ଧି କଲେ ରାଜ୍ୟ ସରକାର...

ଓଡ଼ିଶା ଅପପୁଷ୍ଟି ଲଢେଇ; ଶିଶୁଙ୍କ ଜଳଖିଆ ଖର୍ଚ୍ଚକୁ ବୃଦ୍ଧି କଲେ ରାଜ୍ୟ ସରକାର...


ଭୁବନେଶ୍ଵର,୦୩/୦୬(ନି.ପ୍ର) : ଅପପୁଷ୍ଟି ମୁକ୍ତ ଓଡ଼ିଶା ଗଠନ ଦିଗରେ ରାଜ୍ୟ ସରକାର ବଡ଼ ପଦକ୍ଷେପ। ରାଜ୍ୟର ପ୍ରାୟ ୩୫ ହଜାର ସିଭିଅର ଅଣ୍ଡରୱେଟ୍ ଶିଶୁଙ୍କ ପୋଷଣ ସୁନିଶ୍ଚିତ କରିବା ପାଇଁ ଜଳଖିଆ ବାବଦରେ ଦିଆଯାଉଥିବା ଖର୍ଚ୍ଚକୁ ୮ ଟଙ୍କାରୁ ବଢ଼ାଇ ୧୨ ଟଙ୍କା କରାଯାଇଛି। 

Ad..



ଏ ନେଇ ଗତକାଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ।ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନାର ୬ ଟଙ୍କାକୁ ମିଶାଇ ୧୮ ଟଙ୍କା ଦିଆଯିବ। 

ଶିଶୁର ପ୍ରଥମ ୧୦୦୦ ଦିନ ପୋଷଣ ଆଧାରିତ ଡିଜିଟାଲ ବୁକଲେଟ୍ ଉନ୍ମୋଚନ କରାଯାଇଛି। ଏହା ଓଡିଶାକୁ ୨୦୩୬ ସୁଦ୍ଧା ପୋଷଣ ମୁକ୍ତ କରିବାରେ ସହାୟକ ହେବ।



Edited by k.s thakur...

Post a Comment

Previous Post Next Post