୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଲେ ନବୀନ ପଟ୍ଟନାୟକ...
ଭୁବନେଶ୍ଵର,୦୮/୦୬(ନିପ୍ର) : ଦିଲ୍ଲୀ ଗସ୍ତ ସାରି ଫେରିଲେ ନବୀନ ପଟ୍ଟନାୟକ। ୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିମାନବନ୍ଦରରେ ଦଳୀୟ କର୍ମୀଙ୍କ ପକ୍ଷରୁ ଜୋରଦାର ସ୍ୱାଗତ କରାଯାଇଛି।
Ad..
ଅନ୍ୟପଟେ ବ୍ୟକ୍ତିଗତ କାର୍ଯ୍ୟରେ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଥିଲେ ବୋଲି ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର ସୂଚନା ଦେଇଥିବା ବେଳେ ଗତ ୨ ତାରିଖରୁ ସେ ଦିଲ୍ଲୀ ଯାଇଥିବା ବେଳେ ଏହାକୁ ନେଇ ଅନେକ ରାଜନୈତିକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।
ଗୋଟିଏ ପଟେ ଦଳରୁ ଜଣକ ପରେ ଜଣେ ନେତା ବିଦାୟ ନେଉଥିବା ବେଳେ ନବୀନଙ୍କ ଏହି ଦିଲ୍ଲୀ ଗସ୍ତ ବେଶ୍ ଚର୍ଚ୍ଚାରେ ରହିଛି।
Edited by k.s thakur...


