ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟକାଳର ୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମେଶ୍ୱର ମହାଦେବଙ୍କ ପୀଠରେ ଦୀପ ପ୍ରଜ୍ବଳନ...

ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟକାଳର ୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମେଶ୍ୱର ମହାଦେବଙ୍କ ପୀଠରେ ଦୀପ ପ୍ରଜ୍ବଳନ...


ସିନ୍ଧେକେଲା,୧୨/୦୬(ନି.ପ୍ର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଫଳତାର ସହ ୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପି କର୍ମୀମାନେ ଭିନ୍ନ ଭିନ୍ନ ଢଙ୍ଗରେ ନରେନ୍ଦ୍ର ମୋଦୀ ଙ୍କ ଦିର୍ଘାୟୁ କାମନା କରିଛନ୍ତି। 

      Ad..


ସେହିପରି ଭାବେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିନ୍ଧେକେଲା ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ତରଫରୁ ସୋମ ତୀର୍ଥ ରାଣୀପୁର ଝରିଆଲ ସୋମେଶ୍ୱର ମହାଦେବଙ୍କ ମନ୍ଦିରରେ ପ୍ରାଙ୍ଗଣରେ ୧୦୧ ଗୋଟି ଦୀପ ପ୍ରଜ୍ବଳନ କରି ପୂଜାର୍ଚ୍ଚନା କରିଥିଲେ। 

ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଣ୍ଟାବାଞ୍ଜି ବିଧାୟକ ଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଯୌବନ ବାଗ, ଝରିଆଲ ସରପଞ୍ଚ ଭରଦ୍ୱାଜ ଗହୀର, ନୌରାଜ ରଣା, ହେମନ୍ତ ସାହୁ, ନିତ୍ୟାନନ୍ଦ ପୃଷେଠ, ସଞ୍ଜିବ ଛୁରା...

ମୁକେଶ ସାହୁ, ନନ୍ଦ ମେହେର , ମାଳ୍ୟା ବଛା, ଆନନ୍ଦ ଭରାସଗ୍ରିଆ, ବିଦ୍ୟା ଭରାସଗ୍ରିଆ, ପ୍ରମୁଖ ଯୋଗଦେଇ ଥିଲେ। ସୋମେଶ୍ୱର ମହାଦେବଙ୍କ ମନ୍ଦିର ପୂଜକ ଜଗମୋହନ ତ୍ରିପାଠୀ ପୂଜା କାର୍ଯ୍ୟ ତୁଲାଇଥିଲେ।



Edited by k.s thakur...

Post a Comment

Previous Post Next Post