ଜଗତସିଂହପୁରରେ ପୋଲିସ ଉପସ୍ଥିତରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ...
ଜଗତସିଂହପୁର,୦୪/୦୬(ନି.ପ୍ର) : ଜଗତସିଂହପୁର ପୋଲିସ ଉପସ୍ଥିତରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ। ଜମିବାଡ଼ି ବିବାଦକୁ କେନ୍ଦ୍ରକରି ରାସ୍ତାରେ ପୁଲିସର ପିସିଆର ସାମ୍ନାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଭିଡିଓ ଭାଇରାଲ୍ ହୋଇଛି।
Ad..
ଏ ବାବଦରେ ସଦର ଥାନାରେ ଏତଲା ହୋଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଜଣାପଡିଛି।
Edited by k.s thakur...


