ଓସ୍ତର ଗାଁରେ ବାଣ ବିସ୍ଫୋରଣ ; ବୃଦ୍ଧା ଗୁରୁତର...

ଓସ୍ତର ଗାଁରେ ବାଣ ବିସ୍ଫୋରଣ ; ବୃଦ୍ଧା ଗୁରୁତର...


କେନ୍ଦ୍ରାପଡ଼ା,୦୫/୦୬(ନି.ପ୍ର) : କେନ୍ଦ୍ରାପଡ଼ାର ମାର୍ଶାଘାଇ ଥାନା ଓସ୍ତର ଗାଁରେ ବାଣ ବିସ୍ଫୋରଣ। ବେଆଇନ ଭାବେ ବାଣ ଗଚ୍ଛିତ ରଖିଥିବା ବେଳେ ବିସ୍ଫୋରଣ । ଏହି ବିସ୍ଫୋରଣରେ ୨ ବଖରା ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। 

Ad..



ସୂଚନା ପାଇ ଅଗ୍ନିଶମ ବାହିନୀ ଦଳ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ଏବଂ ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।



Edited by k.s thakur...

Post a Comment

Previous Post Next Post