ସହିଦ ମାଧୋ ସିଂ ଙ୍କର ଇତିହାସ କେ ବିକୃତ କରାଯାଇଥିବା ଅଭିଯୋଗ ନେଇ ବଲାଙ୍ଗିର ରେ ଗର୍ଜିଲା KRMM... ବେଲପଡ଼ା,୧୫/୦୫(ତ୍ରିନାଥ ବାଗ): ଆଜି ବଲାଙ୍ଗିର KRMM ତରଫରୁ ସହି...
ସହିଦ ମାଧୋ ସିଂ ଙ୍କର ଇତିହାସ କେ ବିକୃତ କରାଯାଇଥିବା ଅଭିଯୋଗ ନେଇ ବଲାଙ୍ଗିର ରେ ଗର୍ଜିଲା KRMM...
ବେଲପଡ଼ା,୧୫/୦୫(ତ୍ରିନାଥ ବାଗ): ଆଜି ବଲାଙ୍ଗିର KRMM ତରଫରୁ ସହିଦ ମାଧୋ ସିଂ ଙ୍କର ବିକୃତ ଇତିହାସ ସପ୍ତମ ଶ୍ରେଣୀ ବହିରେ ପ୍ରକାଶ କରାଯାଇଥିବା ଅଭିଯୋଗ ନେଇ ବଲାଙ୍ଗିର ଶିଖ୍ୟା ଅଧିକାରୀ ଙ୍କ କାର୍ୟାଲୟ ଘେରିଛି KRMM।
Ad..
ସୁଚନା ମୁତାବକ କୋସଲାଞ୍ଚଲର ଗର୍ବ ଓ ଗୌରବ ସ୍ୱାଧିନତା ସଂଗ୍ରାମୀ ସହିଦ ମାଧୋ ସିଂ ଙ୍କ ଜୀବନି କୁ ନେଇ କି ଗଣଶିଖ୍ୟା ବିଭାଗ ଓଡ଼ିଶା ଦ୍ୱାରା ଚଲିତ ବର୍ଷ ପ୍ରଚଲିତ ଥିବା ସପ୍ତମ ଶ୍ରେଣୀ ର ସାହିତ୍ୟ ସୁମନ ବହିରେ କବି ବିରେନ୍ଦ୍ର ମହାନ୍ତି ଙ୍କ ଦ୍ୱାରା ରଚିତ ଏକ ପ୍ରବନ୍ଧ ଛପା ଯାଇଛି।
Ad..
ଯେଉଁଥିରେ ତାଙ୍କ ଜୀବନି ସମ୍ପୁର୍ଣ ଭାବରେ ବିକୃତ କରାଯାଇ ଭୁଲ୍ ଭାଲ୍ ଲେଖି ପ୍ରବନ୍ଧ ଛପା ଯାଇଛି ,ଜାହା ସପ୍ତମ ଶ୍ରେଣୀ ଛାତ୍ର ଦେଖିବେ ଲେଖିବେ ପଡ଼ିବେ ଓ ସୁଣିବେ ଏମିତି ଭୁଲ୍ ଲେଖା କେମିତି ପାଠ୍ୟ ପୁସ୍ତକରେ ସାମିଲ୍ ହେଲା ତାହା ଏବେ ପ୍ରଶ୍ନବାଚି ସୃଷ୍ଟି ହୋଇଥିବା ବେଲେ କୋସଲାଞ୍ଚଲର...
Ad..
ଗର୍ବ ଓ ଗୌରବ ମହାନ ସ୍ୱାଧିନତା ସଂଗ୍ରାମୀ ଙ୍କ ଇତିହାସ କୁ ଜାଣିସୁଣି ବିକୃତ କରାଯାଇଥିବା ଅଭିଯୋଗ କରିଛି ସଙ୍ଗଠନ ଏବଂ ଏଥିରେ ସାମିଲ ଥିବା କବି ଓ ବହି ଛପା ଦାଇତ୍ୱରେ ଥିବା ଅଧିକାରୀ ବିରୁଦ୍ଧରେ ଦୃଡ଼ କାର୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ଦାବି କରିଛି ସଙ୍ଗଠନ।
ଆଜିର କାର୍ୟକ୍ରମ କୋସଲ ରାଜ୍ୟ ମୁକ୍ତି ମୋର୍ଚା ର ରାଜ୍ୟ ସମ୍ପାଦକ ଶ୍ରୀ ଜନାର୍ଦନ ସିଂ ଙ୍କ ନେତୃତ୍ୱର କରାଯାଇଥିଲା ଏଥିରେ ନାରୀ ନେତ୍ରୀ ଚନ୍ଦ୍ରକାନ୍ତି ସେଠ ,ଆଲତି ନାଏକ ,ରାଶେଶ୍ୱରୀ ଧରୁଆ ,ସୁନିତା ଭୁଏ...
ସଙ୍ଗଠନ ସମ୍ପାଦକ ଜିତୁ ନାଏକ ,ଲୋକେଶ ଭୋଇ ,ସିପୁନ ଖମାରୀ ,ତରଣି ବିନ୍ଧାନୀ, ସୁରେନ୍ଦ୍ର ନାଗ ,ଲଲିତ ମୋହନ ରାଉତ ,ତୁଷବନ୍ଧୁ ବୁଡ଼େକ,ଅଜିତ ସାହୁ ଜିଲ୍ଲା ସଭାପତି ବିକାଶ ସା ,ଜୁବ ନେତା ଗୋବିନ୍ଦ ସତପଥି ପ୍ରମୁଖ ସାମିଲ ଥିଲେ।
Edited by k.s thakur...





No comments