୯ ତମ ସିନିୟର ରାଜ୍ୟ ପେନଚାକ୍ ସିଲାଟ୍ ଚାମ୍ପିଅନସିପ୍ ୨୦୨୬ ସଫଳତାର ସହ ସମାପନ... ଅନୁଗୁଳ,୧୨/୦୫(ବିଜୟ କୁମାର ସାହୁ): ୯ ତମ ସିନିୟର ରାଜ୍ୟ ପେନଚାକ୍ ସିଲାଟ୍ ଚାମ୍ପ...
୯ ତମ ସିନିୟର ରାଜ୍ୟ ପେନଚାକ୍ ସିଲାଟ୍ ଚାମ୍ପିଅନସିପ୍ ୨୦୨୬ ସଫଳତାର ସହ ସମାପନ...
ଅନୁଗୁଳ,୧୨/୦୫(ବିଜୟ କୁମାର ସାହୁ): ୯ ତମ ସିନିୟର ରାଜ୍ୟ ପେନଚାକ୍ ସିଲାଟ୍ ଚାମ୍ପିଅନସିପ୍ 2026 ଅନୁଗୁଳଠାରେ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି।
Ad..
ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାର ଖେଳାଳିମାନେ ଭାଗ ନେଇ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ସେଥି ମଧ୍ୟରୁ ପ୍ରଦୀପ ମେହେର ତୁଙ୍ଗଲ ବର୍ଗରେ ରୌପ୍ୟ ପଦକ, ଗାଣ୍ଡା ବର୍ଗରେ ରୌପ୍ୟ ପଦକ, ରେଗୁ ବର୍ଗରେ କାଂସ୍ୟ ପଦକ...
Ad..
ଟେଣ୍ଡିଂ ବର୍ଗରେ କାଂସ୍ୟ ପଦକ ହାସଲ କରିଥିବା ବେଳେ ଆକାଶ କୁମାର ଗାଣ୍ଡା ବର୍ଗରେ ରୌପ୍ୟ ପଦକ ଓ ରେଗୁ ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି। ସେପରି ପ୍ରିୟାନାଥ ପତି ମଲ୍ଲିକ ଟେଣ୍ଡିଂ ବର୍ଗରେ କାଂସ୍ୟ ପଦକ ଓ ରେଗୁ ବର୍ଗରେ କାଂସ୍ୟ ପଦକ ହାସଲ କରିଛନ୍ତି।
Ad..
ଶ୍ରୀ ଆଶୁତୋଷ ନାୟକ, ସାଧାରଣ ସଂପାଦକ, ପେନଚାକ୍ ସିଲାଟ୍ ଆସୋସିଏସନ୍ ବରଗଡ଼, ସଭାପତି ଶ୍ରୀ ପ୍ରୀତମ ବେହେରା, ସଦସ୍ୟ ଶ୍ରୀ ଝସକେତନ ଷଡଙ୍ଗୀ, ଫକୀର ମୋହନ ବାଗ ଓ ଶ୍ରୀ ନିହାର ରଞ୍ଜନ ପଣ୍ଡା...
ସମସ୍ତ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କରି ଆଗାମୀ ଭବଷ୍ୟତ ଖେଳ ପାଇଁ ପରାମର୍ଶ ପ୍ରଦାନ କରିଥିଲେ। ଖେଳକୁ ପରିଚାଲନା କରିବାରେ ସମସ୍ତ ଟେକ୍ନିକାଲ ଅଫିସିଆଲ ଓ ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ।
Edited by k.s thakur...





No comments