ବେଲପଡ଼ା କଲେଜରେ ନାରୀଶକ୍ତି ବନ୍ଧନ କାର୍ଯ୍ୟକ୍ରମ...

ବେଲପଡ଼ା କଲେଜରେ ନାରୀଶକ୍ତି ବନ୍ଧନ କାର୍ଯ୍ୟକ୍ରମ...


ବେଲପଡ଼ା,୧୪/୦୪(ତ୍ରିନାଥ ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ପଞ୍ଚାୟତ ସମିତି ମହାବିଦ୍ୟାଳୟ ବେଲପଡ଼ା ଠାରେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାୟୋଜିତ ନାରୀ ଶକ୍ତି ବନ୍ଧନ କାର୍ଯ୍ୟକ୍ରମ ଭାର ପ୍ରାପ୍ତ ଅଧ୍ୟକ୍ଷ ତନ୍ମୟ କୁମାର ପାଣିଗ୍ରାହୀ ଓ ଆଇ. କ୍ୟୁ. ଏ. ସି କୋଅର୍ଡିନେଟର ମନୋଜ କୁମାର ମହାଖୁଡ଼ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ରେ ଆୟୋଜିତ ହୋଇଯାଇଛି ।

Ad..


ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପିକା ଲିଳିମା ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନାରୀଶକ୍ତି ର ସ୍ବାଭିମାନ ଉପରେ ମନୁବ୍ୟ ରଖୁଥିଲେ। ଅଧ୍ୟାପିକା ନିତୁ ପାତ୍ର ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। 

    Ad..


ଏହି କାର୍ଯ୍ୟକ୍ରମରେ ବହୁତ ଛାତ୍ରୀ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ। ଅଧ୍ୟାପକ ସୁଦାମ ଚନ୍ଦ୍ର ମହାପାତ୍ର, ଡ଼କ୍ଟର ଗଙ୍ଗାଧର ଦେହେରୀ, ପ୍ରମୋଦ କୁମାର ବରିହା, ଅମିୟ କୁମାର ବାବୁ ପ୍ରମୁଖ ଉପସ୍ଥିତ ଥାଇ କାର୍ଯ୍ୟକ୍ରମ କୁ ସାକାର କରିଥିଲେ।



Report : Trinath Bag 

Edited by k.s thakur...

Post a Comment

Previous Post Next Post