ବେଲପଡ଼ା କଲେଜରେ ଓଡ଼ିଆ ନବବର୍ଷ ପାଳନ...

ବେଲପଡ଼ା କଲେଜରେ ଓଡ଼ିଆ ନବବର୍ଷ ପାଳନ...


ବେଲପଡ଼ା,୧୪/୦୪(ତ୍ରିନାଥ ବାଗ ) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ପଞ୍ଚାୟତ ସମିତି ମହାବିଦ୍ୟାଳୟ ବେଲପଡ଼ା ରେ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଓଡ଼ିଆ ନବ ବର୍ଷ ଧୁମଧାମ ରେ ପାଳିତ ହୋଇଯାଇଛି।

Ad..


ଗତ ଏପ୍ରିଲ ଏକ ତାରିଖରୁ ଆରମ୍ଭ ହୋଇଥିବା ଏହି ସମାରୋହରେ ଆଜି ଥିଲା ଶେଷ ଦିନ। ନୋଡାଲ ଅଫିସର ମନୋଜ କୁମାର ମହାଖୁଡ଼ଙ୍କ ପୌରୋହିତ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧୂକାଂଶ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ। 

    Ad..


ଅମିୟ କୁମାର ବାବୁ, ପ୍ରମୋଦ କୁମାର ବରିହା, ସୁଶ୍ରୀ ମଞ୍ଜରୀ ମେହେର, ସୁଦାମ ଚନ୍ଦ୍ର ମହାପାତ୍ର, ରମାକାନ୍ତି ପୁଟେଲ, ଲୋକେଶ ଚନ୍ଦ୍ର ବାଗ ପ୍ରମୁଖ ସାହାଯ୍ୟ ଓ ସହଯୋଗ କରିଥିଲେ।



Report : Trinath Bag

Edited by k.s thakur...

Post a Comment

Previous Post Next Post