ପଦ୍ମପୁର ଓକିଲ ସଂଘ ର ମଧୁବାବୁ ଜୟନ୍ତୀ ପାଳନ...

ପଦ୍ମପୁର ଓକିଲ ସଂଘ ର ମଧୁବାବୁ ଜୟନ୍ତୀ ପାଳନ...


ପଦ୍ମପୁର,୨୮/୦୪(ବିଜୟ କୁମାର ସାହୁ) : ପଦ୍ମପୁର ଓକିଲ ସଂଘ ତରଫ ରୁ ମଧୁବାବୁ ଙ୍କ ଜୟନ୍ତୀ ଓକିଲ ଦିବସ ରୂପେ ମହା ସମାରୋହ ରେ ପାଳନ କରାଯାଇଛି।

      Ad..


ଏହି ଅବସର ରେ ସଂଘ ର ସଭାପତି ଆନନ୍ଦ ପଣ୍ଡା ଙ୍କ ସଭାପତିତ୍ୱ ରେ ଏକ ସଭା ହୋଇ ଉତ୍କଳ ଗୌରବ ମଧୁବାବୁ ଙ୍କ ଜୀବନୀ ଉପରେ ଆଲୋଚନା କରାଯାଇଥିଲା ସଂଘ ର ବରିଷ୍ଠ ସଦସ୍ୟ ରାଧାବଲ୍ଲଭ ପାଣିଗ୍ରାହୀ, ଉମେଶ ସାହୁ...

    Ad..


ସନ୍ତୋଷ ଶତପଥୀ ଆଦି ମଧୁବାବୁ ଙ୍କ ଚରିତ୍ର ରେ ସମସ୍ତେ ଉଦବୁଦ୍ଧ ହୋଇ ଓକିଲାତି ପେଷା କୁ ଆଗକୁ ନେବାପାଇଁ ଅଭିଭାଷଣ ରଖିଥିଲେ। 

Ad..


ବରିଷ୍ଠ ସଦସ୍ୟ ପ୍ରଶାନ୍ତ ମାଝୀ ଙ୍କୁ ଓଡିଶା ରାଜ୍ୟ ସଡ଼କ ପରିବହନ କର୍ମଚାରୀ ସଂଘ ର ରାଜ୍ୟ ସଭାପତି ଭାବରେ ମନୋନୀତ ହୋଇ ଥିବାରୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।

Ad..


ନୂତନ ଭାବରେ ଯୋଗ ଦେଇଥିବା ଓକିଲ ସଦସ୍ୟ ଙ୍କୁ  ସ୍ୱାଗତ ସମ୍ବଦ୍ଧନା କରାଯାଇଥିଲା। ଶେଷରେ ସମ୍ପାଦକ ହରି ଶଙ୍କର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।



Edited by k.s thakur...

Post a Comment

Previous Post Next Post