ନାବାଳିକା ଦୁଷ୍କର୍ମୀକୁ ଫାଶୀ ଦଣ୍ଡାଦେଶ...
ଅନୁଗୁଳ,୧୧/୦୪(ନି.ପ୍ର): ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅନୁଗୁଳ ପୋକ୍ସୋ କୋର୍ଟ ଶୁକ୍ରବାର ବଡ ରାୟ ଦେଇଛନ୍ତି। ଦୋଷୀ ବାବୁଲା ଜେନାକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ପୋକ୍ସୋ କୋର୍ଟ।
Ad..
ଡିଏନଏ ରିପୋର୍ଟ, ଫରେନ୍ସିକ ତଥ୍ୟ ଓ ସାକ୍ଷ୍ୟ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଛି ଅଭିଯୁକ୍ତ। ୨୦୨୫ ମାର୍ଚ୍ଚ ୧୪ରେ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଘଟିଥିଲା ଏହି ଅଭାବନୀୟ ଘଟଣା। ୪ ବର୍ଷ ୧୦ ମାସର ନାବାଳିକାକୁ ଦୁଷ୍କର୍ମ ପରେ ଅଭିଯୁକ୍ତ ବାବୁଲା ହତ୍ୟା କରିଥିଲା।
Ad..
Edited by k.s thakur...



