ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ନବ ନିର୍ମିତ ଗଣେଶଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦାନ...
ବରଗଡ଼,୧୨/୦୪(ବିଜୟ କୁମାର ସାହୁ) : ଆଜି ବରଗଡ଼ ପୂର୍ତ୍ତ ବିଭାଗ କଲୋନୀରେ ନବ ନିର୍ମିତ ଭବ୍ୟ ଶ୍ରୀ ଗଣେଶ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଦସ୍ୟ ମାନଙ୍କୁ ସ୍ବାଗତ ଓ ସମ୍ମାନିତ କରାଯାଇଥିଲା।
Ad..
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଭାପତି ଶ୍ରୀ କେଦାର ମିଶ୍ର, ସଂପାଦକ ଗୋବିନ୍ଦ ଦାଶ, ଦେବୀ ପଟ୍ଟନାୟକ,ପଞ୍ଚାନନ ପଣ୍ଡା,ରାଜେନ୍ଦ୍ର ସାହୁ ଆଦି ଯୋଗଦେଇ ଆଦ୍ୟ ପୂଜ୍ୟ ଶ୍ରୀ ଗଣେଶଙ୍କ ଦର୍ଶନ ଓ ପୂଜା କରିବା ସହିତ ବିଶ୍ୱ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ।
Ad..
Report : Bijay ku sahu
Edited by k.s thakur...



