କ୍ଷତିପୂରଣ ପାଇଁ ତହସିଲଦାରଙ୍କୁ ଦାବିପତ୍ର...
ବେଲପଡ଼ା,୧୧/୦୪(ତ୍ରିନାଥ ବାଗ): କୁଆପଥର ଜନିତ ବର୍ଷାର କ୍ଷୟକ୍ଷତି ଆକଳ ଳନ କରି ତୁରନ୍ତ ସରକାରୀ ସହାୟତା ପ୍ରଦାନ କରାଯାଉ। କଂସାପଳା ଗାଁର ଲୋକ କ ଏଭଳି ଦାବି ନେଇ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ତହସିଲ ଅଫିସରେ ବିକ୍ଷୋଭ କରିବା ସହ ପ୍ରତିବାଦ କରିଛନ୍ତି।
Ad..
ଏହା ସହ ତହସିଲଦାର ଅଭିଷେକ କିସାନଙ୍କୁ ଦାବିପତ୍ର ପ୍ରଦାନକରିଛନ୍ତି। ଲୋକଙ୍କ ଅଭିଯୋଗ ଯେ, କୁଆପଥର ଥର ବର୍ଷାରେ ଅନେକ ଲୋକଙ୍କ ପନିପରିବା ନଷ୍ଟ ହେବା ସହ ହ ଘରଦ୍ବାର ଭାଙ୍ଗିଛି।
Ad..
ଏମିତି କି ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟ ବେଶ୍ କ୍ଷତି ହୋଇଛି। ଏହାଫଳରେ ସ୍ଥାନୀୟ ଲୋକ ଭାଙ୍ଗି ପଡ଼ିଛନ୍ତି। ଏବେ କେମିତି ଚଳିବେ, କେଉଁଠି ରହିବେ ତାକୁ ନେଇ ଚିନ୍ତା ପଡ଼ିଯାଇଛନ୍ତି।
Report : Trinath Bag
Edited by k.s thakur...



