ନିଗମାନନ୍ଦ ବିହାର ଠାରେ ହନୁମାନ ଜୟନ୍ତୀ ଓ ହିନ୍ଦୁ ନବବର୍ଷ ଅବସର ରେ ଭାଗବତ ପାଠ...

ନିଗମାନନ୍ଦ ବିହାର ଠାରେ ହନୁମାନ ଜୟନ୍ତୀ ଓ ହିନ୍ଦୁ ନବବର୍ଷ ଅବସର ରେ ଭାଗବତ ପାଠ...


ବରଗଡ଼,୧୪/୦୪(ବିଜୟ କୁମାର ସାହୁ) : ପୌର ପରିଷଦ ଅନ୍ତର୍ଗତ ନିଗମାନନ୍ଦ ବିହାର ସଂକ୍ରାନ୍ତି ପରିଷଦ ଆନୁକୁଲ୍ୟରେ ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ ହୋଇ ଯାଇଛି।

Ad..


ଏହି ଅବସର ରେ ପଣ୍ଡିତ ସନ୍ତୋଷ ପଣ୍ଡା ଙ୍କ ପୌରହିତ୍ୟ ରେ ବୈଦିକ ଯଜ୍ଞ ଅନୁଷ୍ଟିତ ହେବା ସହ ଉନ୍ନୟନ କମିଟି ସମ୍ପାଦକ ଟିକେଲାଲ ନାଏକ ହନୁମାନ ଚାଳିଶା ପାଠ କରିଥିବା ବେଳେ ସାମୁହିକ ଭାଗବତ ପାଠ ଅନୁଷ୍ଟିତ ହୋଇ ଥିଲା। 

     Ad..


ଅଧ୍ୟାପକ ସୁରେଶ ବାରିକ କର୍ତ୍ତା ଦାୟିତ୍ବ ନିର୍ବାହ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା ରେ ବାଙ୍କା ବିହାରୀ ସାହୁ,ଅର୍ଜୁନ ସେଟ୍ ଗୋବିନ୍ଦ ଭୋଇ,କୁଞ୍ଜ ବିହାରୀ ଭୋଇ,ଡୋଳାମଣି ବିଶି...

ଚନ୍ଦ୍ର ଶେଖର କମ୍ପ,କପିଳେଶ୍ୱର ବାଗ ଦୀପକ ଆଚାର୍ଯ୍ୟ ,ଅରୁଣ ସେଟ୍,ଲିଙ୍ଗ ରାଜ୍ ସେଟ୍,ଖିରୋଦ୍ର ମାଝୀ,  ପ୍ରମୁଖ ସହଯୋଗ କରି ସାମୁହିକ ଭାଗବତ ପାଠ ଓ ହନୁମାନ ଚାଳିଶା ପାଠ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post