ଦାବ୍ରି ଗାଁର ଜୟ ମାଁ ଦୁଆରସନି ଯୁବକ ସଂଘ ର ଚତୁର୍ଥ ତମ ବାର୍ଷିକ ଉତ୍ସବ... କଣ୍ଟାବାଞ୍ଜି,୨୧/୦୩(ନି.ପ୍ର): ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ପଞ୍ଚାୟତ ଦାବ୍ର...
ଦାବ୍ରି ଗାଁର ଜୟ ମାଁ ଦୁଆରସନି ଯୁବକ ସଂଘ ର ଚତୁର୍ଥ ତମ ବାର୍ଷିକ ଉତ୍ସବ...
କଣ୍ଟାବାଞ୍ଜି,୨୧/୦୩(ନି.ପ୍ର): ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ପଞ୍ଚାୟତ ଦାବ୍ରି ଗାଁର ଜୟ ମାଁ ଦୁଆରସନି ଯୁବକ ସଂଘ ର ଚତୁର୍ଥ ତମ ବାର୍ଷିକ ଉତ୍ସବ ରେ ମାଁ ଦୁଆରସନି ଙ୍କ ପୂଜା ଓ ଗାଁରେ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।
Ad..
ଆସନ୍ତା ୩ ଦିନ ଧରି ଗାଁରେ ସନ୍ଧ୍ୟା ସମୟ ରେ କାର୍ଯ୍ୟକ୍ରମ ଓ ମନୋରଞ୍ଜନ ପାଇଁ ବୁଗି ବୁଗି ଡାନ୍ସ ପ୍ରତିଯୋଗିତା, କଲା ପ୍ରଦର୍ଶନ, ଆର୍କେଷ୍ଟ୍ରା, ଦଣ୍ଡ ନାଚ , ସମାଜ ସେବୀ , କଳାକାର , ସାମ୍ବାଦିକ ମାନଙ୍କୁ ମଞ୍ଚ ରେ ସମ୍ମାନୀତ କରାଯିବା କାର୍ଯ୍ୟକ୍ରମ ରହିଛି।
Ad..
ଶୁକ୍ରବାର ଦିନ ଶୋଭାଯାତ୍ରା ସମୟ ରେ ଦୁଆରସନି ଯୁବକ ସଂଘ ର କ୍ଲବ୍ ପରିଚାଳକ ଓ ପରାମର୍ଶ ଦାତା ପ୍ରତାପ ଚନ୍ଦ୍ର କୁଅର , କ୍ଲବ୍ ସହଯୋଗୀ ରୁକ୍ଷ କର୍ତ୍ତା ଚନ୍ଦନ , ନବୀନ ଭୋଏ , ନେତ୍ର କୁମ୍ଭାର , ଚଦ୍ରଧଜ ଚନ୍ଦନ , ସଭାପତି ରାଜୁ ଛତ୍ରିଆ , ସଂପାଦକ ଜିତୁ ସୁନା...
କୋଷାଧ୍ୟକ୍ଷ ବୈକୁଣ୍ଠ ଚନ୍ଦନ , ଉପସଭାପତି ବୈକୁଣ୍ଠ କୁଅର , ସହ ସଂପାଦକ ନନ୍ଦୀ କିଶୋର ଚନ୍ଦନ , ସହ କୋଷାଧ୍ୟକ୍ଷ ରୋହିତ ନାଗ , ଲାଏବ୍ରେନ୍ ଦୁଃଖନାସନ୍ ମଲ୍ଲିକ, ସଦସ୍ୟ ବିଷ୍ଣୁ ଗହିର , ପ୍ରେମକାନ୍ତ ଚନ୍ଦନ , ଗଣେଶ ନାଗ , ଲଛମନ୍ କୁଅର , କ୍ରିଷ୍ଣା ମିଶ୍ର , ବସନ୍ତ ଛତ୍ରିଆ , ରାଜ ମଲ୍ଲିକ , ପୃଥିରାଜ ନାଗ , କାର୍ତ୍ତିକ ଛତ୍ରିଆ , ପ୍ରଧୁମ୍ ନିଆଲ , ସଜିତ ସୁନା , ବଡ ମାଝୀ , ଓ ଗାଁର ଭଦ୍ରବେକ୍ତି ଉପସ୍ଥିତ ଥିଲେ।
Edited by k.s thakur...




No comments