ରାଜ୍ୟରେ ୧୫ରୁ ୧୭ ତାରିଖ ଯାଏଁ ଜାରି ରହିବ କାଳବୈଶାଖୀ ବର୍ଷା...

ରାଜ୍ୟରେ ୧୫ରୁ ୧୭ ତାରିଖ ଯାଏଁ ଜାରି ରହିବ କାଳବୈଶାଖୀ ବର୍ଷା...


ଭୁବନେଶ୍ଵର,୧୫/୦୩(ନି.ପ୍ର): ୧୫ରୁ ୧୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସମ୍ଭାବନା ରହିଛି। ୧୬ ତାରିଖରେ ଅଧିକ ରହିବ ଝଡ଼ବର୍ଷାର ପ୍ରଭାବ।

           Ad..


ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ତେଣୁ ତାପମାତ୍ରା ବୃଦ୍ଧି ପାଇବ ନାହିଁ କିମ୍ବା ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ଦେଖାଯାଉନି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

    Ad..


ଏପଟେ ତାତି ଭିତରେ ଝଡ଼ବର୍ଷା ନେଇ ବି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ପାଣିପାଗ ବିଭାଗ ୧୬ ତାରିଖରେ କେନ୍ଦୁଝର, ମୟୁରଭଞ୍ଜ ଏବଂ ରାୟଗଡା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଥିବାବେଳେ ୧୯ ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି।



Edited by k.s thakur...

Post a Comment

Previous Post Next Post