ରକ୍ତଦାନ ମହତ ଦାନ, ୩୦ କିଲୋମିଟର ଦୂର ରୁ ଆସି ରକ୍ତ ଦେଲେ ସ୍ବେଚ୍ଛାସେବୀ...
ବରଗଡ଼,୧୨/୦୩(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ଆମ୍ବାଭୋନା ର ୪୨ ବର୍ଷିୟ ସ୍ବେଛାସେବୀ ଶ୍ରୀ ନାରାୟଣ ଡନସେନା ବରଗଡ଼ ବ୍ଲଡ଼ ବ୍ୟାଙ୍କ କୁ ବିରଳ 'ଏ' ପୋଜିଟିଭ ରକ୍ତ ଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି।
Ad..
କାରଣ ଫେସବୁକ ରେ ଏ ପୋଜିଟିଭ ରକ୍ତ ର ଅଭାବ ଥିବାରୁ ବାରମ୍ବାର କେହି ସହୃଦୟ ବ୍ୟକ୍ତି ରକ୍ତଦାନ କରିବାକୁ ଅନୁରୋଧ କରାଯାଇଥିଲା।ଏହି ଖବର ପାଇ ଶ୍ରୀ ଡନସେନା ୩୦ କିଲୋମିଟର ଦୂରରୁ ବରଗଡ଼ ଆସି ରକ୍ତଦାନ କରିଛନ୍ତି।
Ad..
ଅନ୍ୟ ମାନେ ସ୍ବଇଛାରେ ରକ୍ତଦାନ କରିବାକୁ ଶ୍ରୀ ଡନସେନା ଅନୁରୋଧ କରିଛନ୍ତି।ଏହିପରି ବିରଳ ରକ୍ତଦାନ କରିଥିବାରୁ ବିଭିନ୍ନ ସଂଗଠନ ଶ୍ରୀ ଡନସେନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
blood donation
latest news
latest update
odisha daily current affairs
odisha news



