ରାଜ୍ୟରେ ସ୍ଵାସ୍ଥ୍ୟ କ୍ଷେତ୍ରରେ ବଡ ଅଦଳବଦଳ...
ଭୁବନେଶ୍ଵର,୨୩/୦୩(ନି.ପ୍ର):ରାଜ୍ୟରେ ସ୍ଵାସ୍ଥ୍ୟ କ୍ଷେତ୍ରରେ ବଡ ଅଦଳବଦଳ। କଟକ ଏସ୍ସିବି ମେଡିକାଲ୍ କଲେଜରେ ବଡ ପରିବର୍ତ୍ତନ। ପ୍ରତିଭା ପଣ୍ଡା ହେଲେ ଏସ୍ସିବି ଡିନ୍ ଓ ପ୍ରିନ୍ସିପାଲ୍।ଲୁସି ଦାସଙ୍କ ସ୍ଥାନରେ ବଦଳିକରାଯାଇ ପ୍ରତିଭା ପଣ୍ଡାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନୂଆ ନିଯୁକ୍ତି ଦିଆଯାଇଛି।
Ad..
ଏହା ପୂର୍ବରୁ ସେ ବାରିପଦା ମେଡିକାଲ୍ କଲେଜର ଡିନ୍ ଓ ପ୍ରିନ୍ସିପାଲ୍ ଭାବେ ଦାୟିତ୍ଵ ଥିଲେ ପ୍ରତିଭା ପଣ୍ଡା।ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ ହେଲେ ଏସ୍ସିବି ଏମ୍ସିଏଚ୍ ସୁପରିଟେଣ୍ଡେଣ୍ଟ ଭାବରେ ଦାୟିତ୍ଵ ଦିଆଯାଇଛି।
Ad..
ବାରିପଦା ମେଡିକାଲ୍ କଲେଜର ଡିନ୍ ଓ ପ୍ରିନ୍ସିପାଲ୍ ଦାୟିତ୍ଵ ଗ୍ରହଣ କଲେ ନିର୍ମଳ ମହାପାତ୍ର। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
Edited by k.s thakur...
Tags:
Bhubaneswar
changes
health department
latest news
latest update
odisha daily current affairs
odisha news



