ଦୁଇ ଲୁଟେରା ଙ୍କୁ ଗିରଫ କଳା ବରପାଲି ପୋଲିସ... ବରଗଡ଼/ବରପାଲି,୨୧/୦୩(ବିଜୟ କୁମାର ସାହୁ):ଏକ ଲୁଟ ଘଟଣା ରେ ବରଗଡ଼ ଜିଲ୍ଲା ବରପାଲି ପୋଲିସ ଦୁଇ ଲୁଟେରା ଙ୍କୁ ଗିରଫ ...
ଦୁଇ ଲୁଟେରା ଙ୍କୁ ଗିରଫ କଳା ବରପାଲି ପୋଲିସ...
ବରଗଡ଼/ବରପାଲି,୨୧/୦୩(ବିଜୟ କୁମାର ସାହୁ):ଏକ ଲୁଟ ଘଟଣା ରେ ବରଗଡ଼ ଜିଲ୍ଲା ବରପାଲି ପୋଲିସ ଦୁଇ ଲୁଟେରା ଙ୍କୁ ଗିରଫ କରିଛି।ଘଟଣା ରୁ ପ୍ରକାଶ ଯେ, ବରପାଲି ଥାନା ଅନ୍ତର୍ଗତ ଅମ୍ବାପତ୍ରା ଗ୍ରାମ ର ପିକୁଲ ଭୋଇ...
Ad..
ଗତ ୨୦ ତାରିଖ ସନ୍ଧ୍ୟା ପ୍ରାୟ ୫ ଟା ରେ କଣ୍ଟାପାଲି କଲେଜ୍ ରୁ ଫେରୁଥିବା ବେଳେ ଧଉରାଖନ୍ଦା ଛକ ନିକଟରେ ଦୁଇ ଜଣ ବ୍ୟକ୍ତି ତାଙ୍କୁ ଅଟକାଇ ଛୁରୀ ରେ ବେକ ଓ ଜଙ୍ଘ ରେ ଆକ୍ରମଣ କରି ତାଙ୍କ ଠାରୁ ୧୧୦୦୦ ଟଙ୍କା ଲୁଟି ନେବାର ଘଟଣା ପିକୁଲ୍ ବରପାଲି ଥାନା ରେ ଅଭିଯୋଗ କରିଥିଲେ।
Ad..
ବରପାଲି ପୋଲିସ ତତ୍ପରତା ପ୍ରକାଶ କରି ଘଟଣା ର ତଦନ୍ତ ଚଳାଇଥିଲେ। ଆଜି ଶନିବାର ବରପାଲି ପୋଲିସ ଉକ୍ତ ଘଟଣା ରେ ସଂପୃକ୍ତ ବରପାଲି କେନାଲ କଲୋନୀ ର ରିତେଶ ମୁଦୁଲି ଓ ଗଡଗଡଦଲା ଗ୍ରାମ ର ବାବୁଲୁ ବେହେରା ଙ୍କୁ ଗିରଫ କରି ତାଙ୍କ ବିରୁଦ୍ଧରେ (ବରପାଲି ଥାନା କେସ ନମ୍ବର ୧୨୩/୨୬ )ମାମଲା ରୁଜୁ କରି କୋର୍ଟ କୁ ପଠାଇ ଦେଇଛନ୍ତି ।
ଦୁଇ ଅଭିଯୁକ୍ତ ଙ୍କ ଠାରୁ ୧୧୦୦୦ ଟଙ୍କା, ଗୋଟିଏ ନମ୍ବର ବିହୀନ ସି ଟି ୧୦୦ ବାଇକ୍, ଗୋଟିଏ ପୋକୋ ମୋବାଇଲ୍ ଜବତ କରିଛନ୍ତି।
Report : Bijay ku sahu
Edited by k.s thakur...




No comments