ବିଜୁ ଜୟନ୍ତୀ ରେ ବିଜୁ ପଟ୍ଟନାୟକ ଙ୍କୁ ଭାରତ ରତ୍ନ ପାଇଁ ବରଗଡ ବିଜେଡି ର ଦାବୀ...

ବିଜୁ ଜୟନ୍ତୀ ରେ ବିଜୁ ପଟ୍ଟନାୟକ ଙ୍କୁ  ଭାରତ ରତ୍ନ ପାଇଁ ବରଗଡ ବିଜେଡି ର ଦାବୀ...


ବରଗଡ଼,୦୫/୦୩(ବିଜୟ କୁମାର ସାହୁ): ମହାନ୍ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୧୦ ତମ ଜୟନ୍ତୀ ବିଜୁ ଜନତା ଦଳ ବରଗଡ ଜିଲ୍ଲା ତରଫରୁ ପାଳିତ ହୋଇ ଯାଇଛି।ମାନ୍ୟବର ପୂର୍ବତନ ବିଧାୟକ ତଥା ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ଦେବେଶ ଆଚାର୍ଯ୍ୟ ଙ୍କ ନେତୃତ୍ୱ ରେ ବିଜେଡି କର୍ମୀ ଓ ନେତ୍ରୁ ମଣ୍ଡଳୀ ଉପସ୍ଥିତ ରହି  ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

       Ad..


ପରେ ପରେ ସ୍ଥାନୀୟ  ଅଗ୍ରଗାମୀ ଯୁବକ ସଂଘ  ପରିସର ରେ ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଜୟନ୍ତୀ ସଭାରେ  ବିଜେଡି ଜିଲ୍ଲା ଉପ ସଭାପତି କିଶୋର ମିଶ୍ର, ଟାଉନ ବିଜେଡି ସଭାପତି ଅନୁପ ଶତପଥୀ, ବ୍ଲକ୍ ବିଜେଡି ସଭାପତି ପ୍ରଫୁଲ୍ଲ ନାୟକ...

Ad..


ଜିଲ୍ଲା ଯୁବ ବିଜେଡ଼ି  ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ଜିଲ୍ଲା ମହିଳା ସଭାପତି କଳ୍ପନା ମାଝୀ, ଛାତ୍ର ଜିଲ୍ଲା ଛାତ୍ର ସଭାପତି କରନ ସିକନ୍ଦର, ରାଜ୍ୟ ମହିଳା ସମ୍ପାଦିକା ଅନୁରାଧା ଅଗ୍ରୱାଲ ଉପାଧ୍ଯକ୍ଷ ରାଜେଶ ଅଗ୍ରଓ୍ବାଲ ଊମା ଚରଣ ରାଉତ ଅକୃର ବାରିକ ଜୌାସ୍ନା ପାଇକ, ନିତୁ ମହାନ୍ନା, ରାଜୁ ଦାଶ, ରୋଶନ ପଧାନ, ଜମିର ମହମ୍ମଦ, ସଂଜୀବ କୋହଲି,ଭରତ ମହାନ୍ତି... 

ତୁଷାର ମହନ୍ତି ,ପିକୁନ ମହାନ୍ତି,ଅଶ୍ବିନୀ ସରା, ସତ୍ଯ ପଣ୍ଡା ଙ୍କ ସହ ସମସ୍ତ କାଉନସିଲର ବୃନ୍ଦ  ଏବଂ ଜନ ସାଧାରଣ ଯୋଗଦାନ କରି ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ସ୍ମୃତି ଚାରଣ କରିବା ସହ ବିଜୁ ବାବୁ ଭାରତ ର ଗର୍ବ ଓ ଗୌରବ ଥିଲେ ବୋଲି ଅଭିହିତ କରିଥିଲେ ।

ଏହି ଅବସର ରେ  ତାଙ୍କୁ ଭାରତ ସରକାର  "ଭାରତ ରତ୍ନ" ସମ୍ମାନ ତୁରନ୍ତ ପ୍ରଦାନ କରନ୍ତୁ ବୋଲି ବରଗଡ଼ ବିଜେଡି ପକ୍ଷରୁ ଦୃଢ଼ ଦାବି  କରାଯାଇଥିଲା।



Report : Bijay ku sahu

Edited by k.s thakur...

Post a Comment

Previous Post Next Post