କଂଗ୍ରେସରୁ ୩ କ୍ରସ ଭୋଟିଂ, AICCକୁ ଜଣାଇ ଦିଆଯାଇଛି : ଭକ୍ତ ଚରଣ ଦାସ...

କଂଗ୍ରେସରୁ ୩ କ୍ରସ ଭୋଟିଂ, AICCକୁ ଜଣାଇ ଦିଆଯାଇଛି : ଭକ୍ତ ଚରଣ ଦାସ...


ଭୁବନେଶ୍ୱର,୧୬/୦୩: କଂଗ୍ରେସରୁ ୩ କ୍ରସ ଭୋଟିଂ ହୋଇଛି ଏ ନେଇ କହିଲେ ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ରମେଶ, ସୋଫିଆ, ଦାଶରଥି କ୍ରସ ଭୋଟିଂ କରିଛନ୍ତି।

Ad..


ଏ ନେଇ ଟେଲିଫୋନ୍‌ରେ AICCକୁ ଜଣାଇ ଦିଆଯାଇଛି ବୋଲି ସେ କହିଛନ୍ତି। ରମେଶ ଜେନା କ୍ରସ ଭୋଟିଂ କରିବେ ବିଶ୍ବାସ କରୁ ନ ଥିଲି। ବିଧାନସଭାରେ ଆମେ ସେମାନଙ୍କ ସହ ଆଉ ବସିବୁ ନାହିଁ ବୋଲି ସେ କହିଛନ୍ତି।

   Ad..



Edited by k.s thakur...


Post a Comment

Previous Post Next Post