ସିନ୍ଧେକେଲା ଦ୍ୱାଦଶ ତମ ବିରାଟ ଧନୁଯାତ୍ରା ର ତୃତୀୟ ଦିବସ : ପୁତନା ନିଧନରେ କଂସ ମର୍ମାହତ...

ସିନ୍ଧେକେଲା ଦ୍ୱାଦଶ ତମ ବିରାଟ ଧନୁଯାତ୍ରା ର ତୃତୀୟ ଦିବସ : ପୁତନା ନିଧନରେ କଂସ ମର୍ମାହତ...


ସିନ୍ଧେକେଲା,୦୭/୦୨(ନି.ପ୍ର): ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ମାଁ ଦ୍ୱାରସେହ୍ନୀ ମନ୍ଦିର ସମ୍ମୁଖ ପଲ୍ଲିଶ୍ରୀ ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ସିନ୍ଧେକେଲା ଦ୍ୱାଦଶ ତମ ବିରାଟ ଧନୁଯାତ୍ରା ର ତୃତୀୟ ଦିବସରେ ଗୋପି ଙ୍କ ମଥୁରା ରେ ଦଧି ବିକା... 

Ad..


ପୁତନା ବଧ , ଜାମଲାର୍ଜୁନ ଭଞ୍ଜନ , ପୁତନା ନିଧନରେ କଂସ ମର୍ମାହତ , ଅଷ୍ଟମଲ୍ଲ ପ୍ରେରଣ , ଦୁର୍ମିଲାସୁର ବଧ , ଜରାସନ୍ଧ ସହ ଯୁଦ୍ଧ , ହେତି ପ୍ରହେତୀ ସହ କଂସର ବିବାହ ଆଦି ନାଟ୍ୟସ୍ଥ ଅଭିନିତ ହୋଇଥିଲା। 

Ad..


କଂସ ମହାରାଜଙ୍କ ରାଜ୍ ଦରବାରରେ ରାଜକୀୟ ଅତିଥି ଭାବରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଳା ବେହେରା , ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିତୁଶ୍ରୀ ମେହେର , ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା , ଚାନ୍ଦୋତରା ସରପଞ୍ଚ ଜିତେନ ବଛା... 

ସମିତି ସଭ୍ୟ ଘାସିରାମ ସାହୁ , ଗନ୍ଧର୍ଲା ସରପଞ୍ଚ ପ୍ରତିନିଧି ପ୍ରଦୀପ ଜାଲ , ଠେମରା ସମିତି ସଭ୍ୟ ପ୍ରଦୀପ ଭୋଇ ପ୍ରମୁଖ ଯୋଗଦେଇ ଧନୁଯାତ୍ରା ଆୟୋଜନ କରୁଥିବା କମିଟିର ବହୁ ପ୍ରଶଂସା କରିଥିଲେ। 

ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଲୋଇସିଂହା ର ସାଧନା ସଙ୍ଗମ ସାଂସ୍କୃତିକ ପରିଷଦ ପକ୍ଷରୁ ଲୋକନୃତ୍ୟ ତଥା ମାଁ ସମଲେଶ୍ବରୀ ଓ ମାଁ ଦ୍ୱାରସେହ୍ନୀ ଙ୍କ ବନ୍ଦନା ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା।

ସାଂସ୍କୃତିକ ସମ୍ପାଦକ ସୁଧାକର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଧନୁଯାତ୍ରା ମହୋତ୍ସବ କମିଟିର ସଭାପତି ବିରେନ୍ଦ୍ର ନାରାୟଣ ସିଂଦେଓ , ସାଧାରଣ ସମ୍ପାଦକ ଅନିଲ ନାଏକ , ସହ ସମ୍ପାଦକ ପରମା ସାହୁ , ଜୟନ୍ତ ଖମାରି , ଉପ ସଭାପତି ଉମା ଶଙ୍କର ତ୍ରିପାଠୀ...

ସୁରେନ୍ଦ୍ର ସିଂଦେଓ , କୋଷାଧ୍ୟକ୍ଷ ଓମ ପ୍ରକାଶ ସାହୁ , ଦିନେଶ ବଚ୍ଛା , ବଣ୍ଟି ଜୈନ , ଟିଙ୍କୁ ସିଂଦେଓ , ଖଳି ସାହୁ , ସନ୍ତୋଷ ରଣା , ଜଗନ୍ନାଥ ବେହେରା , ମୁକେଶ ସାହୁ , ପରମା ସାହୁ , କେଦାର ସାହୁ , ଶିବା ଅଦା , ପିଣ୍ଟୁ ଯୁଗନିଆ , ବାବୁଲାଲ ସାହୁ , ଗୋପୀ ସାହୁ , ଉମା ସାହୁ , ଶିବା ସାହୁ , ମଣ୍ଟୁ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।



Edited by k.s thakur...

Post a Comment

Previous Post Next Post