ସନ୍ନ୍ୟାସୀ ପୁଟେଲ ହେଲେ ବିଜେଡି ନୂତନ ବ୍ଲକ ସଭାପତି...

ସନ୍ନ୍ୟାସୀ ପୁଟେଲ ହେଲେ ବିଜେଡି ନୂତନ ବ୍ଲକ ସଭାପତି...


ମୁରିବାହାଲ,୨୨/୦୨(ଶଙ୍କର ମାଝୀ): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ପାଇଁ ବିଜୁ ଜନତା ଦଳ ସଭାପତି ଭାବେ ଘୋଷଣା କରାଯାଇଛି। ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। 

             Ad..


ମୁରିବାହାଲ ବ୍ଲକ ବିଜୁ ଜନତା ଦଳ ପାଇଁ ନୂତନ ସଭାପତି ଭାବେ ଦକ୍ଷ ଯୁବ ନେତା ସନ୍ୟାସୀ ପୁଟେଲ ଙ୍କୁ ବିଧି ବଧ ଭାବେ ଦାୟୀତ୍ବ ପ୍ରଦାନ କରିଛନ୍ତି ସେ ଜଣେ ସଚ୍ଚୋଟ ରାଜନେତା ଭାବେ ପରିଚିତ ଦୀର୍ଘ ବର୍ଷ ଧରି ସେ ବିଜୁ ଜନତା ଦଳର ସକ୍ରିୟ କର୍ମୀ ରହିଛନ୍ତି।

ସେ ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ ଙ୍କ ଅତି ନିକଟ ତର ଭାବେ ପରିଚିତ ବର୍ତ୍ତମାନ ପତ୍ରାପାଲି ( କ) ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଭାବେ କାର୍ଯ୍ୟରତ ଅଛନ୍ତି ତେଣୁ ସେ ସମସ୍ତ ଙ୍କ ପ୍ରିୟ ପାତ୍ର ହୋଇ ପାରିଛନ୍ତି। ତେବେ ତାଙ୍କୁ ବିଜୁ ଜନତା ଦଳର ବ୍ଲକ ସଭାପତି ଭାବେ ଘୋଷଣା ହେବା ପରେ ବିଜେଡ଼ି ମହଲ ରେ ଖୁସି ର ବାତାବରଣ ଦେଖିବାକୁ ମିଳିଛି।



Report : shankar majhi

Edited by k.s thakur...

Post a Comment

Previous Post Next Post