ଆଦିବାସୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...

ଆଦିବାସୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...


ମୁରିବାହାଲ,୦୧/୦୨(ଶଙ୍କର ମାଝୀ) :ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ  ସଦର ମହକୁମା କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଏକ ଆଦିବାସୀ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

Ad..


ଉକ୍ତ ସଭାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ମୁରିବାହାଲ ବ୍ଲକ ସଭାପତି ଶ୍ରୀଲକ୍ଷ୍ମୀ କାନ୍ତ ଧରୁଆ ଙ୍କ ନେତୃତ୍ୱରେ ସଭା ଆୟୋଜନ ହୋଇଥିଲା।ଏହି ସଭାରେ ମୁଖ୍ୟ ଅତିଥି ଭାବରେ ମୁରିବାହାଲ ତହସିଲଦାର ଶ୍ରୀଯୁକ୍ତ ଜଗଦିଶ କରତାମି , ସମ୍ମାନୀତ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପୁରୁଷୋତ୍ତମ ଧରୁଆ...

        Ad..


ମୁଖ୍ୟ ବକ୍ତା ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ର ଉପ-ସଭାପତି ସୁରେସ ଭୋଇ,ମୁରିବାହାଲ ବ୍ଲକ ଉପ ସଭାପତି ସଙ୍କିର୍ତ୍ତନ ଶିକା,ମୁରିବାହାଲ ବ୍ଲକ ସମ୍ପାଦକ ମଧୁ ଯାନୀ, ମୁରିବାହାଲ ବ୍ଲକ ସହ ସମ୍ପାଦକ ତୁଳସୀ ରାମଭୋଇ,ମୁରିବାହାଲ ବ୍ଲକ ସଂଗଠକ ପାର୍ଥ ରାମ ଭୋଇ,ମୁରିବାହାଲ ବ୍ଲକ କାର୍ଯ୍ୟକାରି ସଭାପତି ଶିବ ଧରୁଆ, ଟୁପା ପ୍ରଗଣା କନ୍ଧସମାଜ ଉପସମିତି ହଳଦୀ ଗ୍ରା:ପ ସଭାପତି ଚୂଡ଼ାମଣି ପୂଝାରି...

Ad..


ଟୁପା ପ୍ରଗଣା ପାତଲପଡା ଗ୍ରାମ୍ୟ ସଭାପତି ଯଦୁମଣି ଭୋଇ, ମୁରିବାହାଲ ଗଣ୍ଡ ସମାଜ ମଣ୍ଡଳ ସଭାପତି ଗଙ୍ଗାରାମ କୁଅଁର, ବନବାହାଲ ଗଣ୍ଡ ସମାଜ ସଭାପତି ନକୁଳ କୁଅଁର, ଡଙ୍ଗର ପଡା ଗଣ୍ଡ ସମାଜ ସଭାପତି ଗୋବିନ୍ଦ ଧରୁଆ,ମୁରିବାହାଲ ବ୍ଲକ ସହରା ସମାଜ ସଭାପତି ନାରାୟଣ ଭୋଇ...

ମୁରିବାହାଲ ବ୍ଲକ କନ୍ଧ ସମାଜ ବୁଡକା ପ୍ରଗଣା ସଭାପତି ନିଲାଞ୍ଚଲ ଭୋଇ,ମୁରିବାହାଲ ବ୍ଲକ ସଂଗଠକ ଯୁଧିଷ୍ଠିର ମାଝୀ,ଯୁବ ସଂଗଠନ କନ୍ଧ ସମାଜ ମୁରିବାହାଲ ବ୍ଲକ ସଭାପତି ଦୁଶିମଣୀ ପ୍ରଧାନୀ, ଟୁପା ପ୍ରଗଣା ଉପ ସମିତି ହଳଦୀ ସଂଗଠକ କୈଳାସ ମାଝି, ଜିଲ୍ଲା ଯୁବ ସଂଗଠନ କନ୍ଧ ସମାଜ ସାଂସ୍କୃତିକ ସମ୍ପାଦକ ସୋହନ ମାଝୀ...

ମନୋରଞ୍ଜନ ଭୋଇ ମୁରିବାହାଲ ବ୍ଲକ ଯୁବ ସଂଗଠନ କନ୍ଧ ସମାଜ ସମ୍ପାଦକ ଗୋପାଳ ସିଂ ଭୋଇ,ମୁରିବାହାଲ ଉଦ୍ୟାନ ବିଭାଗ(DEO)ଅମିତ କୁମାର ଭୋଇ, ଅଗ୍ନି ଶମ ବିଭାଗ ମୁରିବାହାଲ ବ୍ଲକ ବଂଶିଧର ଭୋଇ, ଲଖନା ଗ୍ରାମ ପଞ୍ଚାୟତ କନ୍ଧ ସମାଜ ସଭାପତି ମଦନମୋହନ ସିଂ ଭୋଇ...

ବାଳ ଗୋବିନ୍ଦ ମାଝୀ, ବିଷ୍ଣୁ ଝାଙ୍କର,ଜଳ,ଜମି,ଜଙ୍ଗଳ, ଶିକ୍ଷା, ସ୍ବାସ୍ଥ୍ୟ, ଆଦିବାସୀ ମାନଙ୍କର ହକ ଅଧିକାର ପାଇଁଁ ଆଲୋକ ପାତ କରିଥିଲେ। ଏଥିରେ ଆଦିବାସୀ ମୁରିବାହାଲ ବ୍ଲକ ଉପ ସଭାପତି ସଙ୍କିର୍ତ୍ତନ ଶିକା ସଂଯୋଜନା କରିଥିଲେ ଏବଂ ବଂନଶି ଭୋଇ ଧନ୍ୟବାଦ ଦେଇଥିଲେ।



Report : shankar majhi

Edited by k.s thakur...

Post a Comment

Previous Post Next Post