ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ହିନ୍ଦୁ ସମିଳନୀ...

ପଞ୍ଚ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ହିନ୍ଦୁ ସମିଳନୀ...


କଣ୍ଟାବାଞ୍ଜି,୦୩/୦୨ : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ନିକଟତମ ଟିକ୍ରାପଡା ଗ୍ରାମରେ ପଞ୍ଚକୁଣ୍ଡ ଗାୟତ୍ରୀ ଯଜ୍ଞ ଆରମ୍ବ ହୋଇଛି। ସକାଳ ସମୟରେ କଳସ ଯାତ୍ରା ଓ ଦୀପ ଯଜ୍ଞ ପରେ ଗାୟତ୍ରୀ ମହାଜଜ୍ଞ ହୋଇଥିଲା ଏହିକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାଭେ ବିଧାୟକ ଲକ୍ଷ୍ମଣ ବାଗ...

           Ad..


ମୁଖ୍ୟ ବକ୍ତା  ବିକ୍ରମ ଆଚାର୍ଯ୍ୟ ପଶ୍ଚିମ ଓଡିଶା ଧର୍ମଜାଗରଣ ସହ ସଂଯୋଜକ ସମ୍ମାନିତ ଅତିଥୁ  ମୋହନ ଲାଲ ଶର୍ମା ,ଅତିଥ୍ବୃ ମୁରାରି ଲାଲ  ଅଗ୍ରୱାଲ, ପ୍ରକଶ ଚନ୍ଦ୍ର ଠାକୁର ,ଟଙ୍କଧର କୁମ୍ବାର ପ୍ରବଚକ...

       Ad..


ନିମାଇଁ ଚରଣ ତାଣ୍ଡି , କୈଳାଶ ହଂସ,କାର୍ତ୍ତିକେଶ୍ୱର ସାହୁ, ବଡବାଙ୍କି ସରପଞ୍ଚ  ଦୋଳମଣୀ ବାଗ ଓ ସମିତି ସଭ୍ୟ ରବି ଟାକିରୀ, କନ୍ଦେଇ ସରପଞ୍ଚ  ଦେବରାଜ ପୁଟେଲ ଓ ସମିତି ସଭ୍ୟ  କୋବିତ ପୁଟେଲ ଏହି  ବ୍ୟକ୍ତି ମାନେ ମଂଚାସୀନ ଥିଲେ।

Ad..


ଯଜ୍ଞ କମିଟି ସଭାପତି ପୁରନ୍ଦର ପୁଟେଲ ସମ୍ପାଦକ  ଅମିଳ ପୁଟେଲ ସହ ଅନ୍ୟ ଭକ୍ତ ବୃନ୍ଦ ଉପସ୍ଥିତ ଥିଲେ। ଶେଷରେ ଶାନ୍ତି ପାଠ କରି ଯଜ୍ଞ କୁ ସମାପନ କରି ଧନ୍ୟବାଦ ଜଣାଇଥିଲେ।



Edited by k.s thakur...

Post a Comment

Previous Post Next Post