ମୁରିବାହାଲ ପୋଲିସ ଦ୍ବାରା ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ...

ମୁରିବାହାଲ ପୋଲିସ ଦ୍ବାରା ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ...


ମୁରିବାହାଲ,୦୮/୦୨(ଶଙ୍କର ମାଝୀ) :ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପରିସରରେ ମୁରିବାହାଲ ପୋଲିସ ଦ୍ବାରା ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁରିବାହାଲ ଥାନାଧିକାରୀ ଶ୍ରୀଯୁକ୍ତ ବୁଲୁ ମୁଣ୍ଡା ଙ୍କ ଅଧ୍ୟକ୍ଷତା ରେ ଏସ ଆଇ ପଙ୍କଜିନି ବାଗ...
    Ad..

ଏସ ଆଇ ପ୍ରମୋଦ କୁମାର ପ୍ରଧାନ, ଏସ ଆଇ ଚନ୍ଦ୍ରକାନ୍ତ ମୁଣ୍ଡା, ଏସ ଆଇ ଏସ. ସାହୁ, ଉପସ୍ଥିତ ରହି ପୋଲିସର ବିଭିନ୍ନ ଭୂମିକା ରହିଛି ସେଇ ବିଷୟରେ ଲୋକଙ୍କୁ ସଚେତନ କରିଥିଲେ।

Ad..


ଏବଂ ଇଂରେଜ ସରକାରଙ୍କ ଶାସନ କାଳରେ ଯେଉଁ ଆଇନ ଚାଲୁଥିଲା ତାକୁ ବାଦ ଦେଇ ଯେଉଁ ନୂତନ ଆଇନ ଲାଗୁ ହୋଇଛି କେଉଁ ଦୋଷ କଲେ କେଉଁ ଧାରା ଲାଗୁ ହେବ ସେ ବିଷୟରେ ପୁଙ୍ଖାନୁୁପୁଙ୍ଖ ଭାବରେ ସଚେତନ କରାଯାଇଥିଲା। 

ସେହିପରି ଏହି ସମିତି ବୈଠକ ରେ ଅଞ୍ଚଳ ର  ବିଧାୟକ ଙ୍କ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣ।, ମୁରିବାହାଲ ସରପଞ୍ଚ ସଙ୍ଘ ସଭାପତି ବିଶ୍ବବିହାରୀ ଯୋଷି,ଇଛାପଡ।

ସମିତି ସଭ୍ୟ ତୋଫାନ ନାଗ, ଦେବବ୍ରତ ବିଶି,ଥନାପତି, ଚିତ୍ତ ବାଗ ସମାଜ ସେବୀ ପ୍ରଫୁଲ୍ଲ କୁମାର ବଘାର, ସମାଜ ସେବୀ ରାଜୀବ ମହାନ୍ତି, ସମାଜ ସେବୀ ଦୂର୍ଗାନନ୍ଦ ମହାକୁର ସମାଜ ସେବି ମକୁନ୍ଦ ବଗର୍ତ୍ତୀ ଏବଂ ବିଭିନ୍ନ ଗ୍ରାମ ପଞ୍ଚାୟତ ରୁ ଆସିଥିବା ବୁଦ୍ଧିଜୀବୀ ଓ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।



Report : Shankar majhi

Edited by k.s thakur...

Post a Comment

Previous Post Next Post