ବିଧାୟକଙ୍କ ଦ୍ଵାରା ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉଦଘାଟିତ...
ମୁରିବାହାଲ,୦୩/୦୨(ଶଙ୍କର ମାଝୀ): ବଳାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ଗ୍ରାମ ପଞ୍ଚାୟତ ସଦରମହକୁମା ଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୁ କଣ୍ଟାବାଞ୍ଜି ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ତାଙ୍କ କରକମଳରେ ଶୁଭ ଉଦ୍ଘାଟନ କରିଥିଲେ।
Ad..
ଏହି ଉଦ୍ଘାଟନ ଉତ୍ସବ ରେ ସମ୍ମାନିତ ଅତିଥି ଭାବରେ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଜିଲ୍ଲା ପରିଷଦ ଉପାଧ୍ୟାୟ ମିଥିଳା ମାଝୀ,ମୁରିବାହାଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରୀ ଡକ୍ଟର ଥବିର ମେହେର, ଗୁଡିଘାଟ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଡକ୍ଟର ରାଜେଶ ଝାଙ୍କର...
Ad..
ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା,ଏହା ସହିତ ସମସ୍ତ ଆଶା କର୍ମୀ, ସ୍ବାସ୍ଥ୍ୟ କର୍ମୀ, ଓ ବିଭିନ୍ନ ଗ୍ରାମରୁ ଆସିଥିବା ଜନସାଧାରଣ ଉପସ୍ଥିତ ଥିଲେ। ଏଥିରେ ବିଧାୟକ ଙ୍କ ନିଜସ୍ଵ ପାଣ୍ଟିରୁ ଆମ୍ବୁଲାନ୍ସ ସେବା ଯୋଗାଇଦେଇଥିବା ଘୋଷଣା କରିଥିଲେ ଓ ଏହି ଉଦ୍ଘାଟନ ଉତ୍ସବ ରେ ଦେବବ୍ରତ ବିଶି ସଂଯୋଜନା କରିଥିବା...
Ad..
ବେଳେ ସ୍ବାସ୍ଥ୍ୟ କେନ୍ଦ୍ର ଫାର୍ମାଶିଷ୍ଟ ଶ୍ରୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବିଧାୟକ ଏବଂ ବ୍ଳକ ଅଧ୍ୟକ୍ଷ ଙ୍କ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା।
Report : shankar majhi
Edited by k.s thakur...
Tags:
bolangir daily current affairs
inauguration
latest news
latest update
MLA Lakshman Bag
muribahal
new hospital
odisha daily current affairs
odisha news




