ବଙ୍ଗୋମୁଣ୍ଡା ଶ୍ରୀ ଶ୍ୟାମ ମିତ୍ର ମଣ୍ଡଳ ଦ୍ବାରା ଶ୍ୟାମ ଉତ୍ସବ ପାଲନ...
କଣ୍ଟାବାଞ୍ଜି,୧୬/୦୧ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଶ୍ରୀ ଶ୍ୟାମ ମିତ୍ର ମଣ୍ଡଳ ଦ୍ବାରା ଶ୍ରୀ ଶ୍ୟାମ ଉତ୍ସବ ଧୁମଧାମରେ ପାଳନ କରାଯାଇଛି। ପ୍ରତି ବର୍ଷ ଅନୁଯାଇ ଏହି ବର୍ଷ ମଧ୍ୟ ସ୍ଥାନୀୟ ଅଗ୍ରେସନ ଭବନ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ...
Ad..
ବଙ୍ଗୋମୁଣ୍ଡା ଗାୟତ୍ରୀ ମନ୍ଦିରରୁ ନିଶାନ ଶୋଭା ୟାତ୍ରା ବାହାରି ନଗର ପରିକ୍ରମା କରି ଅଗ୍ରେସନ ଭବନ ଭବନ କୁ ପହୁଚି ଥିଲା ଏଥିର ଶ୍ୟାମ ଭକ୍ତ ଶତାଧିକ ମହିଳା ଭକ୍ତ ଯୋଗ ଦେଇ ଥିଲେ। ପରେ ଭବନରେ ଭଜନ ପରିବେଷଣ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା।
Ad..
ସୁଧୁର କଲିକତାରୁ ଭଜନ ସମ୍ରାଟ ନିହାଲ ଠାକରଣ ଏବଂ ମଧ୍ୟ ପ୍ରଦେଶରୁ କନିକା ଗ୍ରୋବର ଭଜନ ପରିବେଷଣରେ ଶ୍ରୀ ନିହାଲଙ୍କୁ ସହଯୋଗ କରିଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ସହଯୋଗ କରିଥିବା ବଙ୍ଗୋମୁଣ୍ଡାର ସମାଜସେବୀ କିଶନ ଅଗ୍ରୱାଲ...
Ad..
କଣ୍ଟାବାଞ୍ଜି ନାରାୟନୀ ସୋଲର ଗୋପାଳ ଅଗ୍ରୱାଲ , ଖୁବସୁରତ ଇବେଣ୍ଟ ମଣିଷ ଅଗ୍ରୱାଲକୁ ଶ୍ୟାମ ମିତ୍ର ମଣ୍ଡଳୀ ତରଫରୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା, ଟିଟିଲାଗଡ଼, ରାଜ ଖରିୟାର, ସିନାପାଲି, ପଟଣାଗଡ଼,କଳାହାଣ୍ଡି ମହାଳିଙ୍ଗ ସହ ଆଖପାଖ ଅଞ୍ଚଳରୁ ଶତାଧିକ ମହିଳା ପୁରୁଷ ଭକ୍ତ ପହଞ୍ଚିଥିଲେ।
Edited by k.s thakur...
Tags:
bangomunda
kantabanji
latest news
latest update
odisha daily current affairs
odisha news
shyam utsav




