ରାଜ ବୋରାସମ୍ବର ହାଇସ୍କୁଲ ୨୦୦୪ ମ୍ୟାଟ୍ରିକ ବ୍ୟାଚର ପୁନର୍ମିଳନ...
ବରଗଡ଼,୨୬/୦୧(ବିଜୟ କୁମାର ସାହୁ): ରାଜ ବୋରାସମ୍ବର ହାଇସ୍କୁଲର ୨୦୦୪ ମ୍ୟାଟ୍ରିକ ବ୍ୟାଚର ପୂର୍ବ ଛାତ୍ର ମାନଙ୍କର ଏକ ସ୍ନେହମୟ ପୁନର୍ମିଳନ ସଭା ଦେବଦରହା ସ୍ଥାନରେ ଆୟୋଜିତ ହୋଇଯାଇଛି।
Ad..
ଆଗାମୀ ବର୍ଷରୁ ସମସ୍ତଙ୍କୁ ସମୟରୁ ପୂର୍ବରୁ ସୂଚନା ଦେଇ, ସମସ୍ତ ସହପାଠୀଙ୍କ ଉପସ୍ଥିତିରେ ଆଉ ଭଲ ଓ ସ୍ମରଣୀୟ ପୁନର୍ମିଳନ ଆୟୋଜନ କରିବାକୁ ସିଦ୍ଧାନ୍ତ ନିଆଯାଇଛି।
ଏହି ପୁନର୍ମିଳନରେ ବ୍ୟାଚର ୫୦ ରୁ ଅଧିକ ପୂର୍ବ ଛାତ୍ର ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ।ବିଭିନ୍ନ ସହରରେ ଚାକିରିରେ ନିୟୋଜିତ ଥିବା କିଛି ସହପାଠୀ ଏଥର ପୁନର୍ମିଳନରେ ଯୋଗ ଦେଇପାରିନଥିଲେ।
Ad..
ଆଗାମୀ ବର୍ଷରୁ ସମସ୍ତଙ୍କୁ ସମୟରୁ ପୂର୍ବରୁ ସୂଚନା ଦେଇ, ସମସ୍ତ ସହପାଠୀଙ୍କ ଉପସ୍ଥିତିରେ ଆଉ ଭଲ ଓ ସ୍ମରଣୀୟ ପୁନର୍ମିଳନ ଆୟୋଜନ କରିବାକୁ ସିଦ୍ଧାନ୍ତ ନିଆଯାଇଛି।
Ad..
Edited by k.s thakur...
Tags:
2004 matric batch
Bargarh
latest news
latest update
odisha daily current affairs
odisha news
rajbodasambhar High school