କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟି ପକ୍ଷରୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା...
କଣ୍ଟାବାଞ୍ଜି,୧/୦୧: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଏନଏସି ର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଛବି ପୋଢ ଯୋଗ ଦେବା ପରେ ସୋମବାର ମାଟିର ମହୋତ୍ସବ କମିଟି ଏକ ଟିମ୍ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ସାକ୍ଷାତ କରି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
Ad..
କଣ୍ଟାବାଞ୍ଜି ସହରର ନୂତନ ଏବଂ ସହରରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଉପରେ ଅଧିକାରୀ ଙ୍କୁ ଅବଗତ କରିଥିଲେ। ଆଗାମୀ ଦିନରେ କଣ୍ଟାବାଞ୍ଜି ସହର କେମିତି ସ୍ବଚ୍ଛ ନିର୍ମଳ ରହି ବିକାଶ ଦିଗରେ ଆଗେଇ ଯିବ ନେଇ ଦୃଷ୍ଟି ଦେବା ଏବଂ ଏଥି ପାଇଁ ସହରବାସୀଙ୍କ ସହଯୋଗ କାମନା କରିଥିଲେ କାର୍ଯ୍ୟନିର୍ବାହୀ ଅଧିକାରୀ।
Ad..
ଏହି ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ ସମୟରେ ମାଟିର ମହୋତ୍ସବ କମିଟି ର ସାଧାରଣ ସମ୍ପାଦକ ବେଦବ୍ୟାସ ନାଗ, ମହୋତ୍ସବ ସଂଯୋଜକ ପୁଷ୍ପକେତୁ ବେହେରା, ଉପ ସଭାପତି କୈଳାସ ଦୀପ,ସହ ସମ୍ପାଦକ ରାଜେନ୍ଦ୍ର ବେହେରା...
Ad..
ପ୍ରମାନନ୍ଦ ପୁଟେଲ, ପ୍ରକାଶ ପ୍ରଧାନ, ପ୍ରଚାରକ ରୋହନ କୁମାର ମହତ, କାର୍ଯ୍ୟକାରୀ ସଦସ୍ୟ ମୋହନ ସୁନାଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।
Edited by k.s thakur...
Tags:
executive officer
kantabanji
latest news
latest update
matir mahotsav committee
NAC
odisha daily current affairs
odisha news
warm welcome




