କଣ୍ଟାବାଞ୍ଜି ମାଟିର ମହୋତ୍ସବ ଓ ବ୍ଲକସ୍ତରୀୟ ଲୋକ ମହୋତ୍ସବ ଉଦ୍ଘାଟିତ...
କଣ୍ଟାବାଞ୍ଜି,୧୦/୦୧ :ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମାଟିର ମହୋତ୍ସବ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ମହୋତ୍ସବ କମିଟି ସଭାପତି ବ୍ରଜଶ୍ୟାମ ଗୁରୁଙ୍କ ଅଧ୍ୟକ୍ଷତାରେ କଣ୍ଟାବାଞ୍ଜି ରେଲୱେ ଫୁଟ୍ବଲ ପଡିଆ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଭିନେତା ତଥା ବିଧାୟକ ସିଦ୍ଧାନ୍ତ ମହାପାତ୍ର...
Ad..
ସମ୍ମାନିତ ଅତିଥ୍ୟ ଭାବେ ମହୋତ୍ସବ କମିଟି ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍, ସ୍ଥାନୀୟ ନଗରପାଳ ବରିୟାମ ସିଂ ସାଲୁଜା ,ଡ଼ିଆରୟୁସିସି ସଦସ୍ୟ ରାଜେଶ ଅଗ୍ରୱାଲ,କମିଟି ସମ୍ପାଦକ ବେଦବ୍ୟାସ ନାଗ ପ୍ରମୁଖ ସହ କମିଟି ଅନ୍ୟ ପଦାଧିକାରୀ ଯୋଗଦେଇଥିଲେ।
Ad..
ଏହି ଅବସରରେ ସମ୍ବଲପୁରୀ, ଢାପ୍ ନୃତ୍ୟ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।ଅର୍ଚ୍ଚନା ପାଢ଼ୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ତୁରେକେଲା ବ୍ଲକ ବିଡ଼ିଓ ପୁର୍ନନନ୍ଦ ପୁଟେଲଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଲୋକ ମହୋତ୍ସବରେ ମଧ୍ୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ବିଧାୟକ ଲକ୍ଷ୍ମଣ ବାଗ୍...
ରାଜ୍ୟ ବିଜେପି ଉପସଭାପତି ଶିବାଜୀ ମହାନ୍ତି , ସରପଞ୍ଚ ଜଳନ୍ଧର ମହାକୁଡ଼ ,ସାଂସଦ ପ୍ରତିନିଧି ଅକ୍ଷୟ ମେହେର, ସମିତି ସଭ୍ୟ ପ୍ରମୋଦ ମହାପାତ୍ର , କାର୍ତିକ ସାହୁ ଯୋଗ ଦେଇଥିଲେ।
Edited by k.s thakur...
Tags:
block level lokmahotsav
inauguration ceremony
kantabanji
latest news
latest update
matir mahotsav
odisha daily current affairs
odisha news
turekela



