ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଧାୟକ ଭିତ୍ତି ପ୍ରସ୍ତର ସ୍ଥାପନ...
କଣ୍ଟାବାଞ୍ଜି,୧୦/୦୧:କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁରିବାହାଲ ବ୍ଲକ ଚନାବାହାଲ ଅନ୍ତର୍ଗତ କୁର୍ଲୁବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Ad..
କୁର୍ଲୁ ବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଇନ୍ଦୁମତି ବାରିକଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା ମିଥିଲା ମାଝୀ, ସମ୍ମାନିତ ଅତିଥି ଭାବରେ ବିଜେପି ଜିଲ୍ଲା ସମ୍ପାଦକ ପୁରନ୍ଦର ବାଗ, ଚନା ବାହାଲ ସରପଞ୍ଚ କୁନ୍ତି ମେହେର...
Ad..
ସମିତି ସଭ୍ୟ ପୁଷ୍ପାଞ୍ଚଳି ଧରୁଆ,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, କୈଳାଶ ଚନ୍ଦ୍ର ଭୋଇ, ବଡସାଇମରା ଆଞ୍ଚଲିକ ସାଧନ କେନ୍ଦ୍ର ସଂଯୋଜକ ନକୁଲ ମାଝୀ, କୁର୍ଲୁବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଜାତାନିଆଲ ପ୍ରମୁଖ ମଞ୍ଚାସିନ ଥିଲେ।
ଏହି କାର୍ଯ୍ୟକ୍ରମକୁ ବିନୋଦ ମହାପାତ୍ର ସଂଯୋଜନା କରିଥିବା ବେଳେ ପ୍ରଶନ୍ନ ହାତୀ ଧନ୍ୟବାଦ ଜ୍ଞାପନ କରିଥିଲେ।ଏହି କାର୍ଯ୍ୟକ୍ରମରେ ରମେଶ ସାହୁ, ରଘୁନାଥଗିରି, ସତ୍ୟଜିତ ସାହୁ, କିଷାନ ମାଝୀ, ରିନା ଟିଗା, ଦିପ୍ତି ପଣ୍ଡା, ସତିକ ସଜନଓରାମ, ବିକ୍ରମ ଲାକ୍ରା ସନ୍ତେଷ ବାରିକ...
କ୍ଷିରେଶ୍ଵରୀ ପଧାନ ରାମଚନ୍ଦ୍ର ମହାନନ୍ଦ, ସୁଦର୍ଶନ ବେହେରା, ଅରୁଣ ଭୋଇ ସମେତ କୁର୍ଲୁବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା, ବଡ଼ସାଇମରାଆଞ୍ଚଲିକ ସାଧନ କେନ୍ଦ୍ର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରି ଏବଂ କୁର୍ଲୁ ବାହାଲ ଗ୍ରାମବାସୀ ସହଯୋଗ କରିଥିଲେ।
Edited by k.s thakur...
Tags:
adarsh vidyalaya foundation stone
bolangir daily current affairs
godavaris Mishra
kantabanji
latest news
latest update
muribahal
odisha news



