କୁରସୁଡ଼ ଶ୍ରୀ ଜଗନ୍ନାଥ ହାଇସ୍କୁଲ ର ୧୯୯୬ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ...

କୁରସୁଡ଼ ଶ୍ରୀ ଜଗନ୍ନାଥ ହାଇସ୍କୁଲ ର ୧୯୯୬ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ...


ବଙ୍ଗୋମୁଣ୍ଡା ,୧୯/୦୧ : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କୁରସୁଡ଼ ଗାଁ ନିକଟସ୍ଥ ମହୁଲଭଟା ଖେଳ ପଡିଆ ଠାରେ କୁରସୁଡ଼ ଶ୍ରୀ ଜଗନ୍ନାଥ ହାଇସ୍କୁଲ ର ୧୯୯୬ ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Ad..


ସଂଜୀବ ସାହୁଙ୍କ ନେତୃତ୍ୱରେ ଆୟୋଜନ ହୋଇଥିବା ବେଳେ ମନୋଜ କୁମାର ଜୈନ ପରିଚାଳନା କରିଥିଲେ। ଏଥିରେ ସମ୍ମାନୀୟ ଅତିଥି ଭାବେ ବିଜ୍ଞାନ ଶିକ୍ଷକ ଶଙ୍କର୍ଷଣ ସ୍ୱାଇଁ ଯୋଗ ଦେଇଥିଲେ । 

      Ad..


୬ ଜଣ ଛାତ୍ର ଙ୍କ ବିୟୋଗ ରେ ଶୋକସଭା କରିଥିଲେ । ସ୍କୁଲ ସମୟ ର କଥା ମନେ ପକାଇ ସ୍ମୃତିଚାରଣ କରିଥିଲେ । ଏଥିରେ ପୁରାତନ ଛାତ୍ର ମନୋଜ ଜୈନ, ଅନିଲ ପଟ୍ଟନାୟକ, ଆଲୋକ ଜୈନ, ଝସକେତନ ସାହୁ, ପଙ୍କଜ ଶବର, ନବୀନ କୁମାର ମହାନ୍ତି...

Ad..


ଜଗନ୍ନାଥ ସାହୁ, ସୁଧୀର ବେହେରା, ଧରଣୀଧର ସାହୁ, ଖୁସିରାମ ବେହେରା, ରୁପା ବଚ୍ଛା, ଉପେନ୍ଦ୍ର , ଅଜୟଭୋଇ ,ଦେବରାଜ ଭୋଇ, କୁର୍ତ୍ତି ପରାଭୋଇ, ରାଜୁ ସାହୁ, ଯଶୋବନ୍ତି ଜାନୀ , ଦିନବନ୍ଧୁ  ସାହୁଓ ଛାତ୍ରୀ ମାନଙ୍କ ମଧ୍ୟରେ ହିରନମୟୀ ପରିଡା,ରିଙ୍କି ଅଗ୍ରୱାଲ, ସୁଧା ବେହେରା ,ବବିତା ନାଏକ ,ପୁଷ୍ପାଞ୍ଜଳି ସାହୁ, ଜ୍ୟୋତ୍ସ୍ନାମୟୀ ସାହୁ,ତପସ୍ୱିନୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅନିଲ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।




Edited by k.s thakur...

Post a Comment

Previous Post Next Post