ଢେଙ୍କାନାଳରେ ୨୬ଟି ବେଆଇନ ପଥର ଖଣି ସିଲ୍ କଲା ପ୍ରଶାସନ...

ଢେଙ୍କାନାଳରେ ୨୬ଟି ବେଆଇନ ପଥର ଖଣି ସିଲ୍ କଲା ପ୍ରଶାସନ...


ଢେଙ୍କାନାଳ,୦୫/୦୧ : ଢେଙ୍କାନାଳ ମୋଟଙ୍ଗା ଥାନା ବଦାଳୁ ଗାଁ ଗୋପାଳପୁର କଳା ମୁଗୁନି ପଥର ଖାଦାନରେ ବଡ଼ ଧରଣର ବିସ୍ଫୋରଣ ପରେ ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ।

      Ad..


ଜିଲ୍ଳାର ବିଭିନ୍ନ ସ୍ଥାନରେ ବଡ ଧରଣର ଚଢ଼ାଉ ପରେ ୧୫ଟି କ୍ରସର ଓ ୨୬ଟି ବେଆଇନ ପଥର ଖଣି ସିଲ୍ କରିଛି ଜିଲ୍ଲା ପ୍ରଶାସନ।ବେଆଇନ ପରିବହନ ଓ ବିସ୍ଫୋରକ ନେଇ ପ୍ରଶାସନ ତଦନ୍ତ ଆରମ୍ଭ କରିଛି।

Ad..


କହିରଖୁଛୁ ଯେ, ବିନା ବ୍ଲାଷ୍ଟିଂ ଅନୁମତିରେ ମୁଗୁନି ପଥର ଖାଦାନରେ ଡିନାମାଇଟ୍‌ ଲଗାଇ ପଥର ଉତ୍ତୋଳନ ଚଲାଇଥିଲେ ଲିଜ୍‌ଧାରୀ।ଫଳରେ ବେଆଇନ ଖଣି ବିସ୍ଫୋରଣ ସମୟରେ ମାଟି ଓ ପଥର ଅତଡା ଖସି ଦୁଇ ନୀରିହ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା।




Edited by k.s thakur...


Post a Comment

Previous Post Next Post