ନୂଆପଡ଼ାରେ ସର୍ଭିସ ବନ୍ଧୁକରୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ...

ନୂଆପଡ଼ାରେ ସର୍ଭିସ ବନ୍ଧୁକରୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ...


ନୂଆପଡ଼ା,୧୨/୧୨ : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ।ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ନୂଆପଡା ଜିଲ୍ଲାରେ।

      Ad..


ସୁନାବେଡ଼ା ଅଭୟାରଣ୍ୟ ଢେକୁନ୍‌ପାନି CRPF କ୍ୟାମ୍ପରେ ସିଆର୍‌ପିଏଫ୍‌ ଯବାନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଡ୍ୟୁଟିରେ ଥିବା ବେଳେ AK-47 ବନ୍ଧୁକରୁ ଗୁଳି ଚଳାଇ ଜୀବନ ହାରିଛନ୍ତି ଯବାନ।ମୃତ ଯବାନ ଜଣକ ହେଲେ ଗୋପୀନାଥ ସାବର । 

Ad..


ମୃତକଙ୍କ ଘର ଖଡ଼ିଆଳ ଘରଧରା ଗାଁରେ ବୋଲି ଜଣାପଡିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ନୂଆପଡ଼ା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।



Edited by k.s thakur...

Post a Comment

Previous Post Next Post