ଫାଇନାଲ ଖେଳ ସହ ଉଦଯାପିତ ହେଲା ଚେସ ପ୍ରତିଯୋଗିତା...
କଣ୍ଟାବାଞ୍ଜି,୦୧/୧୨ : କଣ୍ଟାବାଞ୍ଜି ଜିଆର ପେଲେସ ଠାରେ ଚେସ ଏସୋସିଏସନ ପକ୍ଷରୁ ଆଯୋଜିତ ହୋଇଥିବା ଦୁଇ ଦିନିଆ ପଶ୍ଚିମ ଓଡିଶା ଚେସ ପ୍ରତିଯୋଗିତା ଫାଇନାଲ ଖେଳ ସହ ଉଦଯାପିତ ହୋଇ ଯାଇଛି।
Ad..
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧକ୍ଷ ବରିୟମ ସିଂହ ସାଲୁଜା ଯୋଗ ଦେଇଥିବା ବେଳେ ସଂମାନିତ ଅତିଥି ଭାବେ ପ୍ରଦୀପ ଖଣ୍ଡେଲବାଲ, ପଵନ କୁମାର ଅଗ୍ରୱାଲ, କମିଟିର ମୁଖ୍ୟ ଉପଦେଷ୍ଟା ଶୁକଦେଵ ମହାନ୍ତି, ସଭାପତି ଦେବେନ୍ଦ୍ର ଯୋଶୀ, ସମ୍ପାଦକ ମଛିନ୍ଦ୍ର ନାରାୟଣ ବେହେରା, ଉପଦେଷ୍ଟା ଚିନ୍ମୟ କୁମାର ଯୋଶୀ ମଞ୍ଚାସିନ ଥିଲେ।
Ad..
ଆଜିର ରେ ଫାଇନାଲ ଖେଳ ରେ ଚ୍ୟାମ୍ପିଅନ ଭାବେ ଭବାନୀ ପ୍ରସାଦ ମେହେର ଖେଳକୁ ନିଜ ହାତ କୁ ନେଇ ଥିବା ବେଳେ ଦ୍ଵିତୀୟ ସ୍ଥାନ ରେ ଓମ ପ୍ରକାଶ ସତନାମୀ ଓ ତୃତୀୟ ସ୍ଥାନରେ ପ୍ରିୟବ୍ରତ ପଣ୍ଡା ରହିଥିଲେ । ତେବେ ଅତିଥି ମାନଙ୍କ ଉପସ୍ଥିତି ରେ ଏହି କୃତି ପ୍ରତିଯୋଗି ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।
ଏଥିରେ ଅନ୍ୟ ୭୮ ଜଣ ପ୍ରତିଯୋଗୀ ଙ୍କୁ ମଧ୍ୟ ଟ୍ରଫି ଦେଇ ମାନଂ ପତ୍ର ଦିଆଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚେସ ଖେଳ କୁ ଆରବିଟର ଭବେଶ ମହାନ୍ତି, ବିଘ୍ନେସର ଯୋଶୀ ଓ କ୍ଷୀରୋଦ୍ର କୁମାର ଦଳାଇ ପରିଚାଳନା କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଏହି ଚେସ ପ୍ରତିଯୋଗିତା କୁ କାର୍ଯ୍ୟକାରୀ ସଭାପତି ଦେବ କୁମାର ମହାନ୍ତି, ମୁଖ୍ୟ ଉପଦେଷ୍ଟା ସୁକଦେବ ମହାନ୍ତି, ଉପ ଉପଦେଷ୍ଟା ଚିନ୍ମୟ କୁମାର ଯୋଷୀ, କୋଷାଧକ୍ଷ ପ୍ରଶାନ୍ତ କୁମାର ପାଢୀ, ଉପସଭାପତି ବିନୟ କୁମାର ବେହେରା, ବିକାଶ ମେହେର, ସହ ସଂପାଦକ ଭବାନୀ ପ୍ରସାଦ ମେହେର...
ନବୀନ ଦୀପ, ଉପଦେଷ୍ଟା କମିଟିର ସଦସ୍ୟ ଧର୍ମୁ ବାଗ, ଅରବିନ୍ଦ ଚନ୍ଦନ, ଗଣେଶ ଚିନାଗୁଣ, ତନ୍ମୟ ଦାସ, ପ୍ରିତିଶ ମହାନ୍ତି ରହିଥିବା ବେଲେ ଅରୁନ ମହାର, କୁନୁ ଚନ୍ଦନ, ସୁକ୍ରୁ ପୁଟେଲ, ପିଂଟୁ ସୁନା, ଶିବ ଦାସ, ଆଇନ ପରାମର୍ଶ ଦାତା ବିବେକ ଶର୍ମା, ମିଡିଆ ମ୍ୟାନେଜର ଭାବେ ସମ୍ବାଦ ପ୍ରତିନିଧି ପୁଷ୍ପକେତୁ ବେହେରା ରହି ସହଯୋଗ କରିଥିଲେ।
Edited by k.s thakur...



