ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା...
ଭୁବନେଶ୍ଵର,୨୫/୧୨: ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ରେଡ୍ ଫ୍ଲାଗ ନେଇ ସୂଚନା ଦେଲେ ପୋଲିସ ଡିଜି ୱାଇ.ବି ଖୁରାନିଆ । ମୁଖ୍ୟ ଅଭିଯୁକ୍ତ ରାମପଲ୍ଲୀ ଗ୍ରାମର ସତ୍ୟବ୍ରତ ଦାସ ଓରଫ୍ ବବୁଲୁ ଜଗତସିଂହପୁରରୁ ଗିରଫ କରିଛି ଚାନ୍ଦବାଲି ଥାନା ପୋଲିସ।
Ad..
ସମ୍ବେଦନଶୀଳତା ଦୃଷ୍ଟିରେ ରଖି ତଦନ୍ତକୁ ତ୍ବରିତ୍ବ କରିବାକୁ ନିର୍ଦ୍ଦେଶ । ସମସ୍ତ ସାଇଣ୍ଟିଫିକ୍ ପ୍ରମାଣପତ୍ର ଯୋଗାଡ କରିବା ଉପରେ ଦିଆଯାଇଛି ଗୁରୁତ୍ବ । ଦୋଷୀଙ୍କ ଉପରେ ଯେପରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ସେଥିପ୍ରତି ଦୃଷ୍ଟି ଦିଆଯିବ।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ଚାନ୍ଦବାଲି ଅଞ୍ଚଳର ଜଣେ ୧୦ ବର୍ଷିୟା ନାବାଳିକା ଦିନ ୨ଟା ବେଳେ ଘରୁ ବାହାରକୁ ଯାଇ ଆଉ ଫେରି ନଥିଲା । ସଂଧ୍ୟା ହେବାରୁ ପରିବାର ଲୋକେ ଖୋଜାଖୋଜି କରି ପାଇନଥିଲେ ।
୩୦ ଦିନ ଭିତରେ ଦାଖଲ ହେବ ଚାର୍ଜସିଟ୍। ଜିଲ୍ଲା ଏସ୍ପିଙ୍କୁ ନିର୍ଦ୍ଦେଶ ଦେଲେ ଡିଜିପି । ଏହି ମାମଲାର ତ୍ବରିତ୍ ତଦନ୍ତ ସାରିବାକୁ ଲକ୍ଷ୍ୟ ରଖିଛୁ। ଜିଲ୍ଲା ପୁଲିସ ଭଲ ତଦନ୍ତ କରିବ, ଭଲ ରେଜଲ୍ଟ ବାହାରିବ ବୋଲି ଆଶା ଅଛି ।
Ad..
ସମ୍ବେଦନଶୀଳତା ଦୃଷ୍ଟିରେ ରଖି ତଦନ୍ତକୁ ତ୍ବରିତ୍ବ କରିବାକୁ ନିର୍ଦ୍ଦେଶ । ସମସ୍ତ ସାଇଣ୍ଟିଫିକ୍ ପ୍ରମାଣପତ୍ର ଯୋଗାଡ କରିବା ଉପରେ ଦିଆଯାଇଛି ଗୁରୁତ୍ବ । ଦୋଷୀଙ୍କ ଉପରେ ଯେପରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ସେଥିପ୍ରତି ଦୃଷ୍ଟି ଦିଆଯିବ।
Ad..
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ଚାନ୍ଦବାଲି ଅଞ୍ଚଳର ଜଣେ ୧୦ ବର୍ଷିୟା ନାବାଳିକା ଦିନ ୨ଟା ବେଳେ ଘରୁ ବାହାରକୁ ଯାଇ ଆଉ ଫେରି ନଥିଲା । ସଂଧ୍ୟା ହେବାରୁ ପରିବାର ଲୋକେ ଖୋଜାଖୋଜି କରି ପାଇନଥିଲେ ।
ପରେ ବାଲିଗାଁ ପଞ୍ଚାୟତ ଅଫିସ ପରିସରରୁ ନାବାଳିକାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା । ନାବାଳିକାକୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରି ଅନ୍ଧକାର ଭିତରେ ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଥିଲା ।
ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଲୋକେ ରାସ୍ତା ଅବରୋଧ କରିବା ସହ ଥାନା ଘେରିଥିଲେ । ପରିସ୍ଥିତି ଅଣାୟତ୍ତ ହୋଇଥିଲା ।
Edited by k.s thakur...
Tags:
Bhadrak
chandbali
latest news
latest update
odisha daily current affairs
odisha news
rape case
red flag
yv khurania




