ବରଗଡ଼ ଜିଲ୍ଲା ପଦ୍ମପୁର ରେ ପ୍ରଥମ ଗନ୍ଧମାର୍ଦ୍ଦନ ନାଟକ ମହୋତ୍ସବ ଆସନ୍ତା ନଭେମ୍ବର ୯ ରୁ ୧୧...
ବରଗଡ଼,୦୫/୧୧(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲାର ପଦ୍ମପୁର ସହରରେ ଏଥର ପ୍ରଥମ ଗନ୍ଧମାର୍ଦ୍ଦନ ନାଟକ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।
Ad..
ଆସନ୍ତା ନଭେମ୍ବର ୯ ରୁ ୧୧ ତିନି ଦିନ ଧରି ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲ ପରିସରରେ ସନ୍ଧ୍ୟା ୬ ଘଣ୍ଟା ରୁ ଏହି ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ହେବାର ସମ୍ପାଦକ ଘଟଣା କରିଛନ୍ତି।
Ad..
ପଦ୍ମପୁର ଠାରେ ଆଜି ଅବର୍ଣିଗୁଣା ନାଟ୍ୟ ସଂସ୍ଥା ତରଫରୁ ଆୟୋଜିତ ହେଉଥିବା ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ସାମ୍ବାଦିକ ସମ୍ମିଳନୀରେ ସାଂସ୍କୃତିକ ସମ୍ପାଦକ ଟେନେସ ପଣ୍ଡା, ସଭାପତି ଚିନ୍ମୟ ପଣ୍ଡା, ଉପସଭାପତି ବିଶ୍ରାମ ମେହେର ଓ ସମ୍ପାଦକ ଅଶୋକ କୁମାର ବହିଦାର ଙ୍କ ଉପସ୍ଥିତି ରେ ଘୋଷଣା ହୋଇଛି।
Ad..
ସୂଚନା ପ୍ରଦାନ କରାଯିବା ସହ ତିନି ଦିନ ଧରି ଛଅ ନାଟକ ଆୟୋଜିତ ହେବ ଓ ଏଥିରେ ଭୁବନେଶ୍ୱର, ବରଗଡ଼, ବଲାଙ୍ଗୀର, ସମ୍ବଲପୁର, ଦେବଗଡ଼ ଅଂଚଳ ର ନାଟକ ମଞ୍ଚସ୍ଥ ହେବାକୁ ରହିଛି ବୋଲି ଘୋଷଣା ହୋଇଛି।
୧୯୨୫ ରୁ ୨୦୨୫ ଦିର୍ଘ ଶତବାର୍ଷିକୀ ପାଳନ ସଦୃଶ୍ୟ ଆୟୋଜିତ ଏହି ନାଟକ ମହୋତ୍ସବ ରେ ଏଥର ଅଂଚଳ ରେ ମଞ୍ଚ ନାଟକ କ୍ଷେତ୍ର ରେ ଅବଦାନ ରହିଥିବା ଦିବଙ୍ଗତ ଓ ଜିବିତ ଅବସର କଳାକାର, ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରଶଂସିତ ସୋଇଥିବା କଳାକାର ମାନଙ୍କୁ ଏହି ନାଟକ ମଞ୍ଚ ରେ ସମ୍ମାନ ପ୍ରଦାନ କରାଯିବ ବୋଲି...
Ad..
ସୂଚନା ପ୍ରଦାନ କରାଯିବା ସହ ତିନି ଦିନ ଧରି ଛଅ ନାଟକ ଆୟୋଜିତ ହେବ ଓ ଏଥିରେ ଭୁବନେଶ୍ୱର, ବରଗଡ଼, ବଲାଙ୍ଗୀର, ସମ୍ବଲପୁର, ଦେବଗଡ଼ ଅଂଚଳ ର ନାଟକ ମଞ୍ଚସ୍ଥ ହେବାକୁ ରହିଛି ବୋଲି ଘୋଷଣା ହୋଇଛି।
Ad..
Report : Bijay ku sahu
Edited by k.s thakur...
Tags:
Bargarh
bargarh news
gandha mardhan natak
latest news
latest update
odisha daily current affairs
odisha news
padamapur






