ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ପାଇଁ ମଞ୍ଚ ପୂଜାର୍ଚ୍ଚନା ଅନୁଷ୍ଠିତ...

ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ପାଇଁ ମଞ୍ଚ ପୂଜାର୍ଚ୍ଚନା ଅନୁଷ୍ଠିତ...


ବରଗଡ଼/ପଦ୍ମପୁର,୧୯/୧୧(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ଅନୁଷ୍ଠିତ ହେଉଥିବା ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ପାଇଁ ମଞ୍ଚ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। 

Ad..


ସ୍ଥାନୀୟ କଳା ଓ କଳାକାର ମାନଙ୍କୁ ଲୋକାଭିମୁଖୀ ସହ ବୁଢ଼ା ସମ୍ବର ଲୋକ ସଂସ୍କୃତି ଓ ପରମ୍ପରା କୁ ଉଦ୍ଜିବିତ ରଖିବାର ସଂକଳ୍ପ ନେଇ ଅନୁଷ୍ଠିତ ହେଉଥିବା ପଦ୍ମପୁର ଲୋକ ମହୋତ୍ସବକୁ  ଏଥର ଆହୁରି ଅଧିକ ଆକର୍ଷଣୀୟ କରିବା ପାଇଁ ଆୟୋଜକ ଟାଉନ୍ କ୍ଲବ ର ଉଦ୍ୟମ ଅବ୍ୟାହତ ଥିବାବେଳେ ପଞ୍ଚମ ଲୋକ ମହୋତ୍ସବ ର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

Ad.. 


ପଦ୍ମପୁର ଅଶୋକ ପଡ଼ିଆରେ ନିର୍ମିତ ହେଉଥିବା ମଞ୍ଚ ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ପଦ୍ମପୁର ଟାଉନ୍ କ୍ଲବ ସଭାପତି ଯୁବନେତା ପ୍ରିତେଶ ବହିଦାର କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିବା ବେଳେ ସ୍ଥାନୀୟ ପୂଜକ ସୁବ୍ରତ ମିଶ୍ର ଙ୍କ ଦ୍ବାରା ମଞ୍ଚ ପୂଜା କର୍ମ ଅନୁଷ୍ଠିତ ହୋଇଯାଇଛି। 

Ad..


ଏହି ମଞ୍ଚ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ରେ ପଦ୍ମପୁର ଲୋକ ମହୋତ୍ସବ ଆବାହକ ଅଶୋକ ମିଶ୍ର,ସହ ଆବାହକ କୁନାଲ ପାଣିଗ୍ରାହୀ,ସଦସ୍ୟ ନରେଶ ସୁନ୍ଦର ସାହୁ,ପ୍ରୋଫେସର କେଶବ ରଞ୍ଜନ ପ୍ରଧାନ, ନାଟ୍ୟକାର ଅଶୋକ ବହିଦାର,ରମେଶ ଗୁର୍ଲ୍ଲା,ସୁରେନ୍ଦ୍ର ସାହୁ...

Ad..


ରାଜେଶ ଗୁର୍ଲ୍ଲା,ସମ୍ୟାର୍କ ପଟନାୟକ,ନରୋତମ ପ୍ରଧାନ,ପ୍ରମୋଦ ମେହେର,ଅଖିଳ ପଟନାୟକ, ଦୀନେଶ ବାରିକ,ସୁରଜ ସୁନା,ସୁରେଶ ସାହୁ,ସୋମେଶ ମୋହାନ୍ତି,ନାରାୟଣ ପୁରୋହିତ,ପାଲି ସିଂ,ନିରୋଜ ସିହ୍ନl,ସିପନ ପୁରୋହିତ,ଗୋପବନ୍ଧୁ ଶିକା,ରାଣା ଭୋଇ,ଗଣ ବଗର୍ତି,ଅନିଲ ଗୁର୍ଲ୍ଲା,ଟେନେଶ ପଣ୍ଡା...

ବିଜୟ ଦୋରା,ହରେଶ ଷଣ୍ଢ,ନିରୋଦ କୁମାର,ରାହୁଲ ତାଣ୍ଡି,ସୁରେନନ୍ଦ୍ର ଲୁହାର,ହରେଶ,ଅମୀର ମେହେର ପ୍ରମୁଖ ଙ୍କ ଉପସ୍ଥିତିରେ ମଞ୍ଚ ପୂଜାର୍ଚ୍ଚନା ର ଶୁଭାରମ୍ଭ ହୋଇଛି। ଆସନ୍ତା ଡ଼ିସେମ୍ବର ୯ ସାଂସ୍କୃତିକ ଶୋଭାଯାତ୍ରା ରୁ ପଦ୍ମପୁର ଲୋକ ମହୋତ୍ସବ ଅନୁଷ୍ଠିତ ହେବାର ଘୋଷଣା ହୋଇ ପ୍ରସ୍ତୁତି ଆଗଉଛି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post