ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ତରଫରୁ ଅଶୋକ ସାହୁଙ୍କ ମାତୃ ବିୟୋଗରେ ଶୋକସଭା...
ବରଗଡ଼,୧୦/୧୦ (ବିଜୟ କୁମାର ସାହୁ): ସଂଯୁକ୍ତ କୃଷକ ସଂଗଠନ ବରଗଡ଼ ତରଫରୁ ବାଞ୍ଝନିଧି ନାୟକ ଙ୍କ ତତ୍ୱାବଧାନ ରେ ଆବାହକ ଅଶୋକ ସାହୁଙ୍କ ମାତୃ ବିୟୋଗରେ ଶୋକସଭା, ନିରବ ପ୍ରାର୍ଥନା କରି ସ୍ମୃତି ଚାରଣ ସହିତ ପରିବାର ବର୍ଗକୁ ସମବେଦନା ଏବଂ ଅମର ଆତ୍ମାର ସତଗତି କାମନା କରାଯାଇଅଛି।
Ad..
ପରେ ନୁଆଁଖାଇ ଭେଟ ଘାଟ ର ଆୟୋବ୍ୟୟ ବିବରଣୀ ପଠନ,ଚାଷି ପଞ୍ଜିକରଣ, ବିଦ୍ୟୁତ ସମସ୍ୟା, ଧାନ ବିକ୍ରି ସମସ୍ୟା, ଜମି କିସମ ପରିବର୍ତ୍ତନ, ଇନପୁଟ ଇନ୍ସୁରାନ୍ସ ପ୍ରସଙ୍ଗ, ଜଳସେଚନ...
Ad..
ବନ୍ୟଜନ୍ତୁ ଜନିତ ସମସ୍ୟା ରେ ସମାଧାନ ପାଇଁ ପ୍ରତେକ ବର୍ଷ ପରି ଆଗାମୀ ଅକ୍ଟୋବର 8 ତାରିଖ ଶନିବାର ଦିନ ଗୋରୁବଜାର ଠାରେ ବିରାଟ କୃଷକ ସମାବେଶ କରିବା ପାଇଁ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି।
Ad..
ଏହି ସଭାରେ ସଂଗଠନ ଉପଦେଷ୍ଟା ଉତ୍ପନ୍ନ ଭୋଇ, ରମେଶ ମହାପାତ୍ର, ଅଜିତ ଶତପଥୀ, ପଞ୍ଚାନନ ସାହୁ, ଅଶୋକ ସାହୁ, ପ୍ରମୋଦ ରାୟ,ସଙ୍କଟା ବାଜପେୟୀ,ଅରବିନ୍ଦ ପଣ୍ଡା, ମୁରଲୀ ଭୋଇ, ପ୍ରେମରାଜ ସାହୁ...
Ad..
ବୈଲୋଚନ ଭୋଇ, ବନମାଳୀ ହାତୀ, ଥବିର ପଧାନ, ଈଶାନ୍ତ ଭୋଇ, ତପନ ମିଶ୍ର, ରାହାସବିହାରୀ ସାହୁ,ଲିଙ୍ଗରାଜ ପଧାନ, କାଁହୁ ଚରଣ ମେହେର, ରତିକାନ୍ତ ବାରିକ, ଆଲୋକ ପାତ କରିଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
farmers association
latest news
latest update
odisha daily current affairs
odisha news





