ଟାଉନ୍ କ୍ଲବ ଆନୁକୁଲ୍ୟରେ ପାଇକମାଳ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ...
ବରଗଡ଼,୧୬/୧୦(ବିଜୟ କୁମାର ସାହୁ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଠାରେ ପ୍ରଥମ ଥର ପାଇଁ ଟାଉନ୍ କ୍ଲବ ତରଫରୁ ପାଇକମାଳ ବ୍ଲକ ନୃସିଂନାଥ ଠାରେ ବି କେ ଏସ ଏସ ଉପ ସଭାପତି ତଥା ବରିଷ୍ଠ ଗବେଷକ ଡ଼. ଲଳିତ ଜଗତ ଙ୍କ ସଭାପତିତ୍ୱରେ ଲୋକ ମହୋତ୍ସବ ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
Ad..
ଉକ୍ତ ବୈଠକ ରେ ଟାଉନ୍ କ୍ଲବ ପଦ୍ମପୁର ତରଫରୁ ପଦ୍ମପୁର ଲୋକ ମହୋତ୍ସବ କମିଟି ବୋଡାସମ୍ବର କଳାକାର ଙ୍କୁ ସୁଯୋଗ ପ୍ରଦାନ ଉଦ୍ଦେଶ୍ୟ ସାଧନ ପାଇଁ ପଦ୍ମପୁର ଲୋକ ମହୋତ୍ସବ କମିଟି ର ଆବାହକ ଅଶୋକ ମିଶ୍ର...
Ad..
ଟାଉନ୍ କ୍ଲବ ସମ୍ପାଦକ କୁନାଲ ପାଣିଗ୍ରାହୀ,ଉପ ସଭାପତି ନରେଶ ସାହୁ, ଦିନେଶ ବାରିକ, ଅଖିଲ ପଟ୍ଟନାୟକ ବରିଷ୍ଠ ଗବେଷକ କେଶ ରଞ୍ଜନ ପ୍ରଧାନ, ନାଟ୍ୟକାର ଅଶୋକ ବହିଦାର ବରିଷ୍ଠ ଗବେଷକ ସୁରେନ୍ଦ୍ର ସାହୁ...
Ad..
ବରିଷ୍ଠ ଗବେଷକ ରମେଶ ଗୁର୍ଲା, ସାମ୍ବାଦିକ ଗୋପବନ୍ଧୁ ଶିକା ,ବିଜୟ ସାହୁ ପ୍ରମୁଖ ଙ୍କ ଯୋଗଦାନ ରେ ବ୍ଲକ ର ୨୨ ଟି ପଞ୍ଚାୟତ ର କଳାକାର ଉପସ୍ଥିତ ଥିଲେ। ଆସନ୍ତା ନଭେମ୍ବର ୨୨ ତାରିଖ ରେ ଲୋକ ମହୋତ୍ସବ ହେବ ବୋଲି ଆବାହକ ଅଶୋକ ମିଶ୍ର ଜଣାଇଥିଲେ।
Ad..
ଏହାପରେ ଏକ ୯ ଜଣିଆ କମିଟି ଗଠନ କରାଯାଇଥିଲା। କଳାକାର ମହାସଂଘ ସଭାପତି ତଥା ସଟ୍ ଫିଲ୍ମ ନିର୍ଦ୍ଦେଶକ ପ୍ରେମସାଗର ଫୌଜଦାର ସଭାପତି, ବି କେ ଏସ ଏସ ଉପସଭାପତି ଡ଼. ଲଳିତ ଜଗତ, ଟାଇଲ ଚନ୍ଦ୍ର ଭୋଇ, ଶୁକଦେବ ବେରିଆ, ଗଣେଶ ସୁନା, କପୁରଚନ ଛତର, ସନାତନ ଦୀପ...
Ad..
ଲାଲ ସିଂ ବରିହା, ଓ ତାରଚନ୍ଦ ସୁନା , ସୁଶାନ୍ତ ନାଗ, ଯୋଗୀନ୍ଦ୍ର ଭୋଇ,ଦୁର୍ଲଭ ହରିପାଳ, ଫୁଲସିଂ ସୁନା, ବିଭୀଷଣ ସାହୁ, ଶାନ୍ତିଲାଲ ପ୍ରଧାନ, ସୁରେନ୍ଦ୍ର ପାତ୍ର, ଲୁକୁ ବାଗ, ଦିଆରୀ ତାଣ୍ଡି, ହରିହର ଭୋଇ, ଆଶା ରାଣୀ ସୁନା, ଗଣେଶ କୁମ୍ଭାର, ଦୋଳମଣୀ କୁମ୍ଭାର ଉପସ୍ଥିତ ଥିଲେ।
Ad..
ଶେଷରେ ସୁରେନ୍ଦ୍ର ସାହୁ ଏହି ବୈଠକ ର ମହତ୍ୱ ବର୍ଣ୍ଣନା କରି ଧନ୍ୟବାଦ ଅର୍ପଣ କରିଥିଲେ। ଆସନ୍ତା ୨୦୨୫ ପଦ୍ମପୁର ଲୋକ ମହୋତ୍ସବ ନିମନ୍ତେ ସ୍ଥାନୀୟ କଳାକାର ମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେବାସହ ଲୋକ ଲୋଚନକୁ ଆଣିବା ପାଇଁ ଟାଉନ୍ କ୍ଲବ ତରଫରୁ ଏଭଲି କାର୍ଯକ୍ରମ...
ହାତକୁ ନିଆଯାଇଛି ବୋଲି ପଦ୍ମପୁର ଲୋକ ମହୋତ୍ସବ କମିଟି ତଥା ଟାଉନ୍ କ୍ଲବ ସଭାପତି ଯୁବନେତା ପ୍ରିତେଶ ବହିଦାର କହିଛନ୍ତି।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
latest news
latest update
lok mahotsav
odisha daily current affairs
odisha news
paikamal







