ଡାଙ୍ଗ ଜଗନ୍ନାଥ ମନ୍ଦିର ପଡ଼ା ଗଜ ଲକ୍ଷ୍ମୀ ପୂଜା ଅବସର ରେ ଶିଶୁ ପ୍ରତିଭା କାର୍ଯ୍ୟକ୍ରମ...
ବରଗଡ଼,୧୩/୧୦(ବିଜୟ କୁମାର ସାହୁ) : ଡ଼ାଙ୍ଗ ଜଗନ୍ନାଥ ମନ୍ଦିର ପଡ଼ା ଗଜ ଲକ୍ଷ୍ମୀ ପୂଜା ଅବସର ରେ ପୂଜା କମିଟି ଆନୁକୂଲ୍ୟରେ ଶିଶୁ ପ୍ରତିଭା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି।
Ad..
ଏହି କାର୍ଯ୍ୟକ୍ରମ ରେ ଗ୍ରାମ ର କୁନି କୁନି କଳାକାର ମାନେ ନୃତ୍ୟ ଓ ଅଭିନୟ ପ୍ରଦର୍ଶନ କରିଥିଲେ। ପୂଜା କମିଟି ସଭାପତି ସାହିଲ୍ ଥପା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ କୁ ସନ୍ତୋଷ ପଟେଲ,ବଳରାମ ଗରିଆ...
Ad..
ହେମନ୍ତ ବାଗ,ଶ୍ରୀକାନ୍ତ ଭୁଏ ପରିଚାଳନା କରିଥିବା ବେଳେ ଶିକ୍ଷକ କପିଲ ବାଗ ମୁଖ୍ୟ ସଂଯୋଜକ ଦାୟିତ୍ବ ନିର୍ବାହ କରିଥିଲେ ।ବିଶିଷ୍ଟ କଣ୍ଠ ଶିଳ୍ପୀ ସୁଶାନ୍ତ ଗଡତିଆ,ସମ୍ପାଦକ ଶଙ୍କର ଠେଲା...
Ad..
କୋଷାଧ୍ୟକ୍ଷ ମନୋଜ ମାଝୀ,ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ପୂଜା କମିଟି ତରଫରୁ ସମସ୍ତ କଳାକାର ଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଆନନ୍ଦ ଥପା ଧନ୍ୟବାଦ୍ ଅର୍ପଣ କରିଥିଲେ।
Ad..
Report : Bijay ku sahu
Edited by k.s thakur...





