ବରଗଡ଼ ମାଷ୍ଟର ଟିକ୍ରା ଧର୍ମପରାୟଣ ମହିଳା ଯାଜ୍ଞସେନୀ ଙ୍କ ପରଲୋକ ଆସନ୍ତା ୩୧ ଶ୍ରାଦ୍ଧ ଓ ଶ୍ରଦ୍ଧାଞ୍ଜଳି...
ବରଗଡ଼,୨୪/୧୦(ବିଜୟ କୁମାର ସାହୁ): ବରଗଡ଼ ସହରର ମାଷ୍ଟର ଟିକ୍ରା ରେ ଅବସ୍ଥାନ କରୁଥିବା ଧର୍ମପରାୟଣ ମହିଳା ଙ୍କ ପରଲୋକ ଘଟିଛି। ବରଗଡ଼ ସହରର ବିଶିଷ୍ଟ ସ୍ବର୍ଣକାର ଅଚ୍ୟୁତାନନ୍ଦ ସାହୁ ଙ୍କ ଧର୍ମପତ୍ନୀ ଯାଜ୍ଞସେନୀ ସାହୁ ଙ୍କ ୬୭ ବର୍ଷ ବୟସରେ ପରଲୋକ ଘଟିଛି।
Ad..
ସ୍ବର୍ଗତ ଯାଜ୍ଞସେନୀ ନିୟମିତ ଭଗବାନ ଙ୍କ ସରମରେ ରହି ବିଭିନ୍ନ ଧର୍ମ କର୍ମ ରେ ଲିପ୍ତ ରହୁଥିଲେ ।ସହରର ବିଭିନ୍ନ ପୂଜାର୍ଚ୍ଚନା, ପ୍ରବଚନ ରେ ସାମିଲ ରହି ସେବାକାର୍ଯ୍ୟ କରୁଥିଲେ।
Ad..
ତାଙ୍କର ପରଲୋକ ରେ ସହରର ବିଭିନ୍ନ ମହଲରୁ ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ତାଙ୍କ ପରଲୋକ ରେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ସହ , ସୁନାରି ସମାଜର ଅନେକ ବ୍ୟକ୍ତି ବିଶେଷ...
Ad..
ପରିବାରର ସମସ୍ତ ସଦସ୍ୟ ଓ ସ୍ବର୍ଣକାର ଅଚ୍ୟୁତାନନ୍ଦ ସାହୁ, ଦିଅର ଅନନ୍ତ ଚରଣ ସାହୁ, ପୁତ୍ର ଅଜିତେଶ,ଅମରେଶ ପ୍ରମୁଖ ଙ୍କ ସମେତ,ଝିଅ, ଜ୍ବାଇଁ, ନାତି, ନାତୁଣୀ ଉପସ୍ଥିତ ରହିଥିଲେ।
Ad..
ଆସନ୍ତା ୩୧ ତାରିଖ ଶୁକ୍ରବାର ଦିନ ବ୍ରହ୍ମବିହାର ରାମମନ୍ଦିର ନିକଟରେ ଥିବା ସ୍ଥାନରେ ଶ୍ରଦ୍ଧାଞ୍ଜଳି , ପୂଜାର୍ଚ୍ଚନା ଓ ଶ୍ରାଦ୍ଧ ଦିବସ ପାଳିତ କରାଯିବା ର ସ୍ଥିର ହୋଇଥିବା ସ୍ବର୍ଣକାର ଅଚ୍ୟୁତାନନ୍ଦ ସାହୁ ଜଣାଇଛନ୍ତି।
Report : Bijay ku sahu
Edited by k.s thakur...





