ସାମଗ୍ରୀରେ ସଂଶୋଧିତ ମୂଲ୍ୟ ବାଧ୍ୟତାମୂଳକ: କୃଷ୍ଣଚନ୍ଦ୍ର ପାତ୍ର...
ଭୁବନେଶ୍ଵର,୧୪/୦୯ : ଜିଏସ୍ଟି ହ୍ରାସ ପରେ ସଂଶୋଧିତ ମୂଲ୍ୟ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ। ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଲେଖିବା ବାଧ୍ୟତାମୂଳକ।
Ad..
ସମସ୍ତ ଉତ୍ପାଦକ, ପ୍ୟାକର୍ ଓ ଆମଦାନୀକାରୀଙ୍କୁ କେନ୍ଦ୍ରର ନିର୍ଦ୍ଦେଶ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।ମନ୍ତ୍ରୀ କହିଛନ୍ତି ଜିଏସ୍ଟି ସବୁ ଥିରୁ କମିଲା।
Ad..
ଜିଏସ୍ଟି ସଂଶୋଧନ ହେବା ପୂର୍ବରୁ ସାମଗ୍ରୀରେ ନୂଆ ଦର ଉଲ୍ଲେଖ ଜରୁରୀ । ହ୍ରାସ ପାଇଥିବା ଜିଏସ୍ଟି ଅନୁସାରେ ନୂଆ ଦର ଲାଗୁ ହେବା ଆବଶ୍ୟକ।
Ad..
ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଉକ୍ତ ନିର୍ଦ୍ଦେଶନାମା ଲାଗୁ ହେବ । ପୁରୁଣା ମୂଲ୍ୟକୁ ନ ଲିଭାଇ ତା ପାଖରେ ନୂଆ ମୂଲ୍ୟ ଉଲ୍ଲେଖ ରହିବ।
Ad..
Edited by k.s thakur...
Tags:
Bhubaneswar
GST
krushna Chandra Patra
latest news
latest update
minister
new price
odisha daily current affairs
odisha news





