ନାରୀ ସଶକ୍ତିକରଣ ଏବଂ ମହିଳା ସୁରକ୍ଷା ଉପରେ କର୍ମଶାଳା...

ନାରୀ ସଶକ୍ତିକରଣ ଏବଂ ମହିଳା ସୁରକ୍ଷା ଉପରେ କର୍ମଶାଳା...


ବରଗଡ଼,୨୪/୦୯ (ବିଜୟ କୁମାର ସାହୁ) :ଆଜି ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଇଂରାଜୀ ବିଭାଗ ଓ ଆଭ୍ୟନ୍ତରୀଣ ଅଭିଯୋଗ ପ୍ରକୋଷ୍ଠ ପକ୍ଷ ରୁ ନାରୀ ସଶକ୍ତିକରଣ ଏବଂ ମହିଳା ସୁରକ୍ଷା ଉପରେ ଏକ ଦୁଇଦିନିଆ କର୍ମଶାଳାର ଶୁଭାରମ୍ଭ ହୋଇଥିଲା।

Ad..


ଏହି ଅବସରରେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟର  ପ୍ରାକ୍ତନ ଇଂରାଜୀ ବିଭାଗ ର ମୁଖ୍ୟ ପ୍ରଫେସର ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି, ରୋଟାରୀଏନ୍ ଗଙ୍ଗା ସାଗର ପତି...

        Ad..


ଆଭ୍ୟନ୍ତରୀଣ ଅଭିଯୋଗ ପ୍ରକୋଷ୍ଠ ର ଆଇନ ପରାମର୍ଶଦାତା ଆଡଭୋକେଟ୍ ବିମଳ କୁମାର ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।

Ad..


କାର୍ଯ୍ୟକ୍ରମ କୁ କଲେଜ ଅଧ୍ୟକ୍ଷ ପ୍ରଫେସର ଡ଼. ନକୁଲ ସେଠ୍ ଅଧ୍ୟକ୍ଷତା କରିଥିଲେ, ଇଂରାଜୀ ବିଭାଗ ର ପ୍ରଫେସର ରାଜଶ୍ରୀ ଭଞ୍ଜ ଅତିଥି ପରିଚୟ କରିଥିଲେ।

Ad..


ଅନ୍ୟ ମାନଙ୍କ ମଧ୍ୟରେ ଇଂରାଜୀ ବିଭାଗ ର ମୁଖ୍ୟ ପ୍ରଫେସର ଉମେଶ ମହାପାତ୍ର,ଅଧ୍ୟାପକ ମାନଭଞ୍ଜନ ପାଣିଗ୍ରାହୀ ଆଦି ମଞ୍ଚାଷିନ ଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post