ଯାଦବ ସମାଜ ନୂଆଖାଇ ଭେଟଘାଟ ପ୍ରସ୍ତୁତି ବୈଠକ...
ବରଗଡ଼,୦୨/୦୯ (ବିଜୟ କୁମାର ସାହୁ): ପାଇକମାଳ ମଙ୍ଗଳବାର ଦିନ ଚଳିତ ବର୍ଷ 2025 ନୁଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ପାଇଁ ସମଲେଶ୍ୱରୀ ମନ୍ଦିର ସଭାପତି ମଧୁ ସୂଦନ ପାଣ୍ଡେ ଙ୍କ ସଭାପତି ତ୍ୱ ରେ ନୃସିଂହ ନାଥ ସମଲେଶ୍ୱରୀ କଲ୍ୟାଣ ମଣ୍ଡପ ରେ ଯାଦବ କର୍ମ କର୍ତ୍ତା ଙ୍କୁ ନେଇ ସଭା ଅନୁଷ୍ଠିତ ହୋଇ ଯାଇଛି।
Ad..
ଆସନ୍ତା 10,9,2025ବୁଧବାର ଦିନ ଶ୍ରୀ ଶ୍ରୀ ନୃସିଂହ ନାଥ ସମଲେଶ୍ୱରୀ ମନ୍ଦିର ପରିସରରେ ନୁଆଁଖାଇ ଭେଟ ଘାଟ,, ହେବାର ସ୍ଥିରୀ କୃତ ହୋଇଛି।ପଶ୍ଚିମ ଓଡିଶା କୃଷି ଭିତ୍ତିକ ମହାନ ଗଣ ପର୍ବ ନୁଆଁଖାଇ ଭେଟ ଅବସରରେ ପାଇକମାଲ ଯାଦବ ସମାଜ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ପାରମ୍ପରିକ ଗୌଡ଼ ବାଡ଼ି, କୀର୍ତନ ଧାରା, ଏବଂ ମହିଳା ମାନଙ୍କ ପାଇଁ ହୁଳହୁଳି ତଥା ଝୋଟି ପ୍ରତି ଯୋଗିତା ହେବ।
Ad..
ଏଣୁ ଯାଦବ ବନ୍ଧୁ ମାନଙ୍କୁ ଅନୁରୋଧ ଉକ୍ତ ଭାଇ ଚାରା ପର୍ବ ରେ ସମସ୍ତେ ସାମିଲହେବେ, ଆଜିରନୁଆଁଖାଇ ଭେଟ ଘାଟ ପ୍ରସ୍ତୁତି ସଭାରେ ସମଲେଶ୍ୱରୀ ମନ୍ଦିର ସଭାପତି ମଧୁ ସୂଦନ ପାଣ୍ଡେ, ପାଇକମାଲ ବ୍ଲକ ସଭାପତି ବନମାଳୀ ଚନ୍ଦନ,ବ୍ଲକ ସମ୍ପାଦକ ବାଲକୃଷ୍ଣ ବନଛୋର...
Ad..
ଯୁବ ଯାଦବ ସଭାପତି ମାନସ ନାଗ,ମାଣ୍ଡୋ ସିଲ ଜୋନ ସଭାପତି ନଳନି ଥପା,, ମନ୍ଦିର କୋଷାଧକ୍ଷ ସଚ୍ଚିଦାନନ୍ଦ ନାଗ, ପାଇକମାଲ ଜୋନ ସଭାପତି ମନହର ପୁଞ୍ଜି,ଟେମରୀ ଗ୍ରାମ ପଂଚାୟତ ସଭାପତି ଚୁଡା ମଣି ବନଛୋର...
Ad..
ଚିନ୍ଦେକେଲାଗ୍ରାମ ପଂଚାୟତ ସଭାପତି ଅର୍ଜୁନ ଅଦା ବର,, ପ୍ରକାଶ ବାଗ, ଝାରବନ୍ଧ ରୁ ଲଷ୍ମୀ ବାଗ, ଖଗେଶ୍ୱର ହଂସ, କୃତି ବାସ ବାଗ ସମେତ ଶତା ଧିକ ଯାଦବ କର୍ମ କର୍ତ୍ତା ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
latest news
latest update
nuakhai bhaet ghat
odisha daily current affairs
paikmaal
preparation meeting
yadav samaj





